କଟକରେ ଅକ୍ଷିମୁଠି ଅନୁକୁଳ କଲେ କେନ୍ଦ୍ର କୃଷିମନ୍ତ୍ରୀ

akhi

କଟକ: କଟକ ଜିଲ୍ଲା କନ୍ଦରପୁରଠାରେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ବିହନ ବୁଣି ଅକ୍ଷିମୁଠି ଅନୁକୁଳ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୌରହିତ୍ୟରେ ଏଠାରେ ଅକ୍ଷୟ ତୃତୀୟା ଉତ୍ସବ ଅନୁଷ୍ଠିତ ହୋଇଛି।

ଏହାପରେ କୃଷିମନ୍ତ୍ରୀ କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିଦର୍ଶନରେ ଯିବେ। ସେଠାରେ ଅକ୍ଷୟ ତୃତୀୟା ଉତ୍ସବ ଏବଂ କୃଷକ ମେଳାରେ ଯୋଗ ଦେଇ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ।

Previous ArticleNext Article

Send this to a friend