କଟକ: ମନମୋହିଲା ଦୁଃସାହାସିକ ଏୟାର ଶୋ’

କଟକ: ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ କଟକରେ ଆଜି ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ଏୟାର ଶୋ’। କାଠଯୋଡ଼ି ନଦୀ ପଠାରେ ହୋଇଥିବା ଏହି ଏୟାର ଶୋ’ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଏସ୍‌ସି ଜମୀର ଉପସ୍ଥିତ ରହି ଏୟାର ଶୋ’କୁ ଉପଭୋଗ କରିଥିଲେ। ସାରଙ୍ଗ ଟିମ୍‌ ସହ ବାୟୁସେନାର ଫାଇଟର ଜେଟ୍‌ ସୂର୍ଯ୍ୟକିରଣ ଓ ଆକାଶଗଙ୍ଗା ଟିମ୍‌ ଏହି ଦୁଃସାହସିକ ଏୟାର ଶୋକ୍ଷ ପ୍ରଦର୍ଶନ କରିଥିଲେ। ପ୍ରଥମେ ସାରଙ୍ଗ […]

arishow

arishow

Rakesh Mallick
  • Published: Friday, 23 December 2016
  • Updated: 23 December 2016, 03:24 PM IST

Sports

Latest News

କଟକ: ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ କଟକରେ ଆଜି ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ଏୟାର ଶୋ’। କାଠଯୋଡ଼ି ନଦୀ ପଠାରେ ହୋଇଥିବା ଏହି ଏୟାର ଶୋ’ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଏସ୍‌ସି ଜମୀର ଉପସ୍ଥିତ ରହି ଏୟାର ଶୋ’କୁ ଉପଭୋଗ କରିଥିଲେ। ସାରଙ୍ଗ ଟିମ୍‌ ସହ ବାୟୁସେନାର ଫାଇଟର ଜେଟ୍‌ ସୂର୍ଯ୍ୟକିରଣ ଓ ଆକାଶଗଙ୍ଗା ଟିମ୍‌ ଏହି ଦୁଃସାହସିକ ଏୟାର ଶୋକ୍ଷ ପ୍ରଦର୍ଶନ କରିଥିଲେ।

ପ୍ରଥମେ ସାରଙ୍ଗ ଟିମ୍‌ ପକ୍ଷରୁ ରଙ୍ଗାରଙ୍ଗ ଶୋ’ ପ୍ରଦର୍ଶନ କରାଯାଇଥିଲା। ଏହାପରେ ସୂର୍ଯ୍ୟକିରଣ ଟିମ୍‌ ଚିତାକର୍ଷକ ଏୟାର ଶୋ’ ପ୍ରଦର୍ଶନ କରିଥିଲେ। ଶେଷରେ ଆକାଶ ଗଙ୍ଗା ଟିମ୍‌ଙ୍କ କଳାକୌଶଳ ଲୋକଙ୍କ ମନ ମୋହିଥିଲା।

ଏହି ଏୟାର ଶୋ’ ପାଇଁ କାଠଯୋଡ଼ି ନଦୀ କୂଳରେ ସୁରକ୍ଷା ବ୍ୟବସ୍ଥା କଡାଯାଇଥିଲା। ଛାତ୍ରଛାତ୍ରୀମାନେ ଏୟାର ଶୋ’ ଦେଖିବାରେ ଯେମିତି ହଇରାଣ ନ ହେବ ସେଥିପାଇଁ କଟକର ସମସ୍ତ ସ୍କୁଲ ଓ କଲେଜ ଆଜି ବନ୍ଦ ରହିଥିଲା।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story