କଂଗ୍ରେସରେ ‘ଦିଲ୍ଲୀ ନେତା ଗୋ ବ୍ୟାକ୍’ ସ୍ଲୋଗାନ

congress

congressଭୁବନେଶ୍ୱର: ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଦଳର ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦ ଓ ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ବୈଠକ ଚାଲିଥିବା ବେଳେ ଛାତ୍ର କଂଗ୍ରେସର କିଛି କର୍ମୀ ସେଠାରେ ଧଶେଇ ପଶିଥିଲେ। ସେମାନେ ଦିଲ୍ଲୀ ନେତା ଗୋ’ ବ୍ୟାକ୍ ସ୍ଲୋଗାନ ଦେଇଥିଲେ। ଦିବଗଂତ ନେତା ଲୁଲୁ ମହାପାତ୍ରଙ୍କ ଅନ୍ତେଷ୍ଟିରେ ଏଆଇସିସିର କୌଣସି ସଦସ୍ୟ ସାମିଲ ହୋଇନଥିବାରୁ ଛାତ୍ର କଂଗ୍ରେସ କର୍ମୀମାନେ ତା’ର ପ୍ରତିବାଦ କରିଥିଲେ। ରୋଷର ମାତ୍ରା ଏତେ ଥିଲା ଯେ ଭବିଷ୍ୟତରେ ଏଆଇସିସି ପ୍ରତିନିଧିଙ୍କୁ ଅଣ୍ଡାମାଡ଼ କରିବାକୁ ଧମକ ଦେବାକୁ ପଛାଇ ନ ଥିଲେ ଛାତ୍ର କଂଗ୍ରେସ ନେତା।

Previous ArticleNext Article

1 Comment

  1. AICC SECRETARY SUBHANKAR SARKAR ATTENDED THE FUNERAL OF DEPARTED LEADER LULU MOHAPATRA IN GADA RODANGA, THE NATIVE PLACE OF LULU BABU.

Send this to a friend