ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି କାମ, ରାଗି ଯିବେ ଲକ୍ଷ୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନସମ୍ପତ୍ତି, ସୌଭାଗ୍ୟ ଏବଂ ସୁଖସମୃଦ୍ଧିର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ସେ ଅସନ୍ତୁଷ୍ଟ ହେଲେ ଘରେ ଅଭାବ ଦେଖାଦିଏ ବୋଲି ବିଶ୍ୱାସ ରହିଛି। ତେଣୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ଏଥିପାଇଁ ନାନା ପୂଜାପାଠ କରନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାପାଠ ବ୍ୟତୀତ ଆଉ କିଛି ନୀତି ନିୟମ ମଧ୍ୟ ପାଳନ କରିବାକୁ ହୁଏ। ସୂର୍ଯ୍ୟାସ୍ତ ପରେ ପଡ଼ୋଶୀ ଘର ଲୋକେ ‘କ୍ଷୀର’ କିମ୍ବା ‘ଦହି’ ମାଗିଲେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି।

Previous ArticleNext Article

Send this to a friend