ଗଣେଶ ପୂଜା ଦିନ କ’ଣ କରିବା ଅନୁଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ସବୁଠୁ ଅଧିକ ପୂଜା ପାଉଥିବା ଦେବତାଙ୍କ ମଧ୍ୟରୁ ଗଣେଶ ଅନ୍ୟତମ। ବିଘ୍ନହର୍ତ୍ତା ନାଁ’ରେ ପରିଚିତ ଗଣେଶକୁ ପିଲାମାନେ ଜ୍ଞାନ ବୃଦ୍ଧି ନିମନ୍ତେ ପୂଜା କରନ୍ତି। ଗଣେଶ ଚତୁର୍ଥୀ ଦିନ ଭିନ୍ନ ଭିନ୍ନ ଉପାୟରେ ଗଣେଶଙ୍କୁ ପୂଜା କରାଯାଏ। ଗଣେଶ ପୂଜା କରିବା ପାଇଁ ସେମିତି କିଛି ସ୍ୱତନ୍ତ୍ର ନିୟମ ନଥାଏ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଗଣେଶ ପୂଜା କରୁଥିବା ପିଲାମାନେ ସେଦିନ ସଂଧ୍ୟାରେ ଚନ୍ଦ୍ରକୁ ଦେଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଓ ଆପଣଙ୍କ ପୂଜା ଅସମ୍ପୂର୍ଣ୍ଣ ରହିଥାଏ। ତେଣୁ ଯଥା ସମ୍ଭବ ସେଦିନ ସଂଧ୍ୟାରେ ଆକାଶକୁ ଚାହାଁନ୍ତୁନାହିଁ।

Previous ArticleNext Article

Send this to a friend