ୟୁରିନ୍‌ ଇନ୍‌ଫେକ୍ସନ ହୋଇଥିଲେ ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ

ୟୁରିନ୍‌ ଇନ୍‌ଫେକ୍ସନ ବା ମୂତ୍ର ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୮୦ ପ୍ରତିଶତ ଲୋକ କେବେ ନା କେବେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହା ହେଲେ ପରିସ୍ରା କରିବା ସମୟରେ ଜଳାପୋଡ଼ା ହୋଇଥାଏ। ଏହା ଉଭୟ ମହିଳା ଓ ପୁରୁଷ କ୍ଷେତ୍ରରେ ଦେଖାଦେଇଥାଏ। ୟୁରିନ୍‌ ଇନ୍‌ଫେକ୍ସନ୍‌ ହେଲେ କ’ଣ ସବୁ ଖାଇବେ ନାହିଁ, ଚାଲନ୍ତୁ ସେ ବିଷୟରେ ଜାଣିବା। ୟୁରିନ୍‌ ଇନ୍‌ଫେକ୍ସନ ହେଲେ ମିଠା ଯୁକ୍ତ […]

urine

urine

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 09:13 AM IST

Sports

Latest News

ୟୁରିନ୍‌ ଇନ୍‌ଫେକ୍ସନ ବା ମୂତ୍ର ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୮୦ ପ୍ରତିଶତ ଲୋକ କେବେ ନା କେବେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହା ହେଲେ ପରିସ୍ରା କରିବା ସମୟରେ ଜଳାପୋଡ଼ା ହୋଇଥାଏ। ଏହା ଉଭୟ ମହିଳା ଓ ପୁରୁଷ କ୍ଷେତ୍ରରେ ଦେଖାଦେଇଥାଏ। ୟୁରିନ୍‌ ଇନ୍‌ଫେକ୍ସନ୍‌ ହେଲେ କ’ଣ ସବୁ ଖାଇବେ ନାହିଁ, ଚାଲନ୍ତୁ ସେ ବିଷୟରେ ଜାଣିବା।

ୟୁରିନ୍‌ ଇନ୍‌ଫେକ୍ସନ ହେଲେ ମିଠା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ମିଠାରେ ପ୍ରସ୍ତୁତ ଖାଦ୍ୟ ମୂତ୍ରନଳୀରେ ବ୍ୟାକ୍ଟେରିଆ ବଢ଼ାଇଥାଏ। ଏଣୁ ଏହି ସମୟରେ କେକ୍‌, କୁକିଜ୍‌, ସଫ୍ଟ ଡ୍ରିଙ୍କ୍‌ ଠାରୁ ଦୂରେଇ ରୁହନ୍ତୁ। ଚିନିରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ। ଏହି ସମୟରେ ପାଣି, ଫଳ ଓ ଶସ୍ୟ ଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ।

ୟୁରିନ୍‌ଇନ୍‌ଫେକ୍ସନ୍‌ ହୋଇଥିଲେ ଆଦୌ କଫି ପିଅନ୍ତୁ ନାହିଁ। ଏହା ରୋଗକୁ ଅଧିକ ବଢ଼ାଇଥାଏ। ଏହା ବଦଳରେ ଆପଣ ହର୍ବାଲ ଟି ପିଇପାରିବେ। ଏହା ସହ ମଦ ପିଅନ୍ତୁ ନାହିଁ। ଅଧିକ ତେଲ,ରାଗ ଓ ମସଲା ଯୁକ୍ତ ଖାଦ୍ୟ ନଖାଇ ସାଧା ଖାଦ୍ୟ ଖା‌ଆନ୍ତୁ। ପର୍ଯ୍ୟାପ୍ତ ଶୁଅନ୍ତୁ ଓ ଖରାରେ ବାହାରକୁ ବାହାରନ୍ତୁ ନାହିଁ।

ସେହିପରି ୟୁରିନ୍‌ ଇନ୍‌ଫେକ୍ସନ ହୋଇଥିଲେ ପ୍ରଚୁର ପାଣି ପିଅନ୍ତୁ। ଦହି ମଧ୍ୟ ଖାଇପାରିବେ। ୟୁରିନ୍‌ ଇନ୍‌ଫେକ୍ସନ ହେଲେ କ’ଣ ଖାଇବେ ଓ କ’ଣ ନ ଖାଇବେ ସେ ନେଇ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story