ଏହି ତିନି ତିଥିରେ ଖାଆନ୍ତୁ ନାହିଁ ଦୁଇଟି ପରିବା, ପାପ ଲାଗିବ!

Vegetables1

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମର ମୌଳିକ ଆବଶ୍ୟକତା ମଧ୍ୟରେ ସାମିଲ ରହିଛି ଖାଦ୍ୟ। ଖାଦ୍ୟ ବିନା ଜୀବନ ଅସମ୍ଭବ। କେବଳ ବଞ୍ଚିବା ପାଇଁ ନୁହେଁ,  ଶକ୍ତି ପାଇବା ପାଇଁ ଏବଂ ରୋଗଠାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ। କିଛି ଖାଦ୍ୟ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ସବୁଜ ପରିବା ସେଥିରୁ ଅନ୍ୟତମ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ପରିବା ଖାଇବା ସମୟରେ ଆପଣଙ୍କୁ ଟିକେ ସଚେତନ ରହିବାକୁ ପଡିବ। କାରଣ ଦୁଇଟି ପରିବା ରହିଛି ଯାହାକୁ ଖାଇବା ଦ୍ୱାରା ପାପ ହୋଇଥାଏ। ଦଶମୀ ଓ ଦ୍ୱାଦଶୀ ତିଥିରେ ‘ପୋଇ’ ଏବଂ ଏକାଦଶୀ ତିଥିରେ କେବେ ‘ଶିମ୍ବ’ ଖାଆନ୍ତୁ ନାହିଁ। ଏହାକୁ ଖାଇଲେ ବ୍ରହ୍ମହତ୍ୟା ଦୋଷଠାରୁ ଅଧିକ ପାପ ଲାଗିଥାଏ।

Previous ArticleNext Article

Send this to a friend