ପୂଜା ବେଳେ ଆପଣାନ୍ତୁ ଏହି ଉପାୟ; ପ୍ରସନ୍ନ ହେବେ ଦେବାଦେବୀ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯେଉଁଠି ଭଲ ଶକ୍ତି ଥାଏ ସେଠି ଖରାପ ଶକ୍ତି ମଧ୍ୟ ଥାଏ। ଆଜଣତରେ ଆମ ଚାରିପାଖରେ ଅନେକ ଖରାପ ଶକ୍ତି ରହିଥାଏ। ସେ ସବୁର ପ୍ରଭାବ ଆମ ଉପରେ ପଡିଥାଏ। ଯାହାଦ୍ୱାରା ଆମକୁ ଜୀବନରେ ଅଶାନ୍ତି ଓ ଅସଫଳତା ମିଳିଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ, ଯଦି ପାରୁଛନ୍ତି ତୁରନ୍ତ ଖରାପ ଶକ୍ତିକୁ ଦୂରେଇବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଏକ ଉପାୟ ମଧ୍ୟ ରହିଛି। ଘରେ ଆପଣ ସକାଳ ଓ ସଂଧ୍ୟାରେ ପୂଜା କରିବା ସମୟରେ ଶଂଖ ବଜାନ୍ତୁ। କୁହାଯାଏ, ଶଂଖ ଧ୍ୱନି ଶୁଣିଲେ ଦେବାଦେବୀ ଖୁସି ହୁଅନ୍ତି ଓ ଘରୁ ଅଶୁଭ ଶକ୍ତି ଦୂର ହୋଇଯାଏ।</p>

Ordigital Desk
  • Published: Sunday, 25 March 2018
  • Updated: 25 March 2018, 08:15 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯେଉଁଠି ଭଲ ଶକ୍ତି ଥାଏ ସେଠି ଖରାପ ଶକ୍ତି ମଧ୍ୟ ଥାଏ। ଆଜଣତରେ ଆମ ଚାରିପାଖରେ ଅନେକ ଖରାପ ଶକ୍ତି ରହିଥାଏ। ସେ ସବୁର ପ୍ରଭାବ ଆମ ଉପରେ ପଡିଥାଏ। ଯାହାଦ୍ୱାରା ଆମକୁ ଜୀବନରେ ଅଶାନ୍ତି ଓ ଅସଫଳତା ମିଳିଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ, ଯଦି ପାରୁଛନ୍ତି ତୁରନ୍ତ ଖରାପ ଶକ୍ତିକୁ ଦୂରେଇବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଏକ ଉପାୟ ମଧ୍ୟ ରହିଛି। ଘରେ ଆପଣ ସକାଳ ଓ ସଂଧ୍ୟାରେ ପୂଜା କରିବା ସମୟରେ ଶଂଖ ବଜାନ୍ତୁ। କୁହାଯାଏ, ଶଂଖ ଧ୍ୱନି ଶୁଣିଲେ ଦେବାଦେବୀ ଖୁସି ହୁଅନ୍ତି ଓ ଘରୁ ଅଶୁଭ ଶକ୍ତି ଦୂର ହୋଇଯାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos