ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀ ଝଗଡ଼ା ଲାଗିବା ଏକ ସାଧାରଣ କଥା। କାରଣ ପ୍ରାୟ ସମସ୍ତଙ୍କ ବୈବାହିକ ଜୀବନରେ ମନୋମାଳିନ୍ୟ ଦେଖାଯାଏ ଏବଂ ଝଗଡ଼ା ହୁଏ। କିନ୍ତୁ କିଛି ଦମ୍ପତି ଅଛନ୍ତି ଯେଉଁମାନେ ଅଧିକ ଝଗଡ଼ା ହୁଅନ୍ତି। ପରିସ୍ଥିତି ଏଭଳି ଆସେ ସେଇ ଝଗଡ଼ାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏସବୁ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ। ଯେତେବେଳେ ଦେଖୁଛନ୍ତି ଝଗଡ଼ା ବଢ଼ିବାରେ ଲାଗୁଛି ଗୋଟେ କାମ କରନ୍ତୁ। ଦୁଇଟି ମୟୂର ପୁଚ୍ଛ ଆଣନ୍ତୁ। ତାକୁ ଆଲବମ୍‌ରେ ଥିବା ଆପଣଙ୍କ ବିବାହ ଫଟୋ ଉପରେ ରଖନ୍ତୁ। ମନେ ରଖନ୍ତୁ ମୟୂର ପୁଚ୍ଛ ଦୁଇଟିକୁ ଯୋଡ଼ିକି ରଖିବେ। ଦେଖିବେ ଏପରି କରିବାଦ୍ୱାରା ଧୀରେ ଧୀରେ ଝଗଡା କମିଯିବ ଏବଂ ଆପଣଙ୍କ ବୈବାହିକ ଜୀବନ ଶାନ୍ତିରେ କଟିବ। (ଦେଖନ୍ତୁ ଭିଡିଓ)</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।