ବର୍ଷରେ କେବଳ ଥରେ କାହିଁକି ଭଗବାନ ଶିବଙ୍କୁ ଚଢାଯାଏ ଏ ଫୁଲ, ଜାଣନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଶିବରାତ୍ରି। ଉପବାସ ରହି ଅନେକ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ଉପାସନା କରୁଛନ୍ତି। ତ୍ରୀଶାଖା ବେଲପତ୍ର, ଦୁଗ୍ଧ, ଦହି, ନବାତ, ଆଖୁରସରେ ପବିତ୍ର ଶିବଲିଙ୍ଗକୁ ଅଭିଶେକ କରାଯାଉଛି। ହେଲେ ଜାଣିଛନ୍ତି କି, ବର୍ଷତମାମ୍‌ ଶିବ ପୂଜନରେ ବର୍ଜିତ ଏକ ସୁଗନ୍ଧିତ ପୁଷ୍ପ ଏହି ଦିନ ଠାକୁରଙ୍କୁ ଲାଗି ହୋଇଥାଏ। ଯାହାର ନାଁ କେତକୀ। ହେଲେ ମାତ୍ର ଦିନଟିକ ଏ ଫୁଲ କାହିଁକି ଶିବ ପୂଜାରେ ବ୍ୟବହାର କରାଯାଏ ଜାଣିଛନ୍ତି କି? ତା ହେଲେ […]

ketaki

ketaki

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 09:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଶିବରାତ୍ରି। ଉପବାସ ରହି ଅନେକ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ଉପାସନା କରୁଛନ୍ତି। ତ୍ରୀଶାଖା ବେଲପତ୍ର, ଦୁଗ୍ଧ, ଦହି, ନବାତ, ଆଖୁରସରେ ପବିତ୍ର ଶିବଲିଙ୍ଗକୁ ଅଭିଶେକ କରାଯାଉଛି। ହେଲେ ଜାଣିଛନ୍ତି କି, ବର୍ଷତମାମ୍‌ ଶିବ ପୂଜନରେ ବର୍ଜିତ ଏକ ସୁଗନ୍ଧିତ ପୁଷ୍ପ ଏହି ଦିନ ଠାକୁରଙ୍କୁ ଲାଗି ହୋଇଥାଏ। ଯାହାର ନାଁ କେତକୀ। ହେଲେ ମାତ୍ର ଦିନଟିକ ଏ ଫୁଲ କାହିଁକି ଶିବ ପୂଜାରେ ବ୍ୟବହାର କରାଯାଏ ଜାଣିଛନ୍ତି କି? ତା ହେଲେ ଆସନ୍ତୁ ଜାଣିବା।

ଶିବ ପୁରାଣ ମୁତାବକ ଭଗବାନ ଶିବଙ୍କ ଆଦି ଓ ଅନ୍ତର ସୀମା ନିର୍ଦ୍ଧାରଣ କରିବା ଲାଗି ଥରେ ଭଗବାନ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ବିବାଦ ଦଖାଦେଲା। ଏହି ସମୟରେ ସ୍ୱୟମ୍ଭୁ ଶିବଙ୍କ ଲିଙ୍ଗର ଅନ୍ତ ଏବଂ ଆଦି ନିରୂପଣ କରିବାକୁ ଦୁଇ ଦେବତା ଯାତ୍ରା ଆରମ୍ଭ କରନ୍ତି। ବ୍ରହ୍ମା ଉପରକୁ ଓ ବିଷ୍ଣୁ ତଳକୁ ଯାତ୍ରା କରନ୍ତି। ଦୀର୍ଘ ସମୟ ଅତିକ୍ରାନ୍ତ ହେବା ପରେ ମଧ୍ୟ କେହି ଉକ୍ତ ସ୍ୱୟମ୍ଭୁ ଲିଙ୍ଗଙ୍କ ଆଦିଅନ୍ତ ପାଇପାରନ୍ତି ନାହିଁ। ଏହି ସମୟରେ ବ୍ରହ୍ମା ଗୋଟିଏ କେତକୀ ଫୁଲ ଖସୁଥିବା ଦେଖି ତାର ସହାୟତା ଲୋଡନ୍ତି। ନିଜ ଗାରିମା ରକ୍ଷା କରିବା ଲାଗି ସେ ଶିବଙ୍କ ମଥାରୁ ଉକ୍ତ କେତକୀ ଫୁଲଟିକୁ ଆଣିଛନ୍ତି ବୋଲି ଦେବଗଣଙ୍କୁ କହିବାକୁ କୁହନ୍ତି। କେତକୀ ବ୍ରହ୍ମାଙ୍କ କଥା ରକ୍ଷା କରି ଶିବଙ୍କ ମଥାରୁ ଆସିଥିବା କଥା ମିଛରେ କୁହନ୍ତି। ଶିବ ଏହା ଜାଣିପାରି କେତକୀଙ୍କୁ ଅଭିଶାପ ଦିଅନ୍ତି। ମିଥ୍ୟା କହିଥିବାରୁ ଏହି ଫୁଲ ତାଙ୍କ ଅର୍ଚ୍ଚନା ଲାଗି ବର୍ଜିତ ରହିବ ବୋଲି କୁହନ୍ତି। ପରେ ଭଗବାନଙ୍କ ବିଷ୍ଣୁଙ୍କ କେତକୀଙ୍କୁ କ୍ଷମା କରିବାକୁ ଅନୁରୋଧ କରନ୍ତି। ଶ୍ରୀ ହରିଙ୍କ ଏହି କଥାରେ ସହମତ ହୋଇ ଆଶୁତୋଷ ଶିବ ମହାଶିବରାତ୍ରୀରେ ଏହି ଫୁଲକୁ ମଥାରେ ଧାରଣ କରିବାକୁ ପ୍ରତିଶ୍ରୁତି ଦିଅନ୍ତି। ଯାହାର ଫଳ ସ୍ୱରୁପ ଆଜି ମଧ୍ୟ ମହାଶିବରାତ୍ରିରେ ପବିତ୍ର ଶିବଲିଙ୍ଗ ଉପରେ କେତକୀ ଫୁଲ ଅର୍ପଣ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story