ଶିବ ପଞ୍ଚାକ୍ଷର ପଢୁଛନ୍ତି କି ? ଜାଣନ୍ତୁ ଏହାର ଅର୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ପୂଜିତ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଭଗବାନ ଶିବ।  ସମଗ୍ର ସନାତନ ହିନ୍ଦୁ ଧର୍ମ ଭଗବାନ ଶଙ୍କରଙ୍କୁ ସଂହାରକର୍ତ୍ତା ଭାବେ ପୂଜା କରିଥାଏ। ଏବଂ ଇଶ୍ୱରଙ୍କ ଏହି ଶିବ ସତ୍ତାକୁ ପ୍ରମାଣ କରିବାକୁ ଯାଇ ଶିବ ପଞ୍ଚାକ୍ଷର ମନ୍ତ୍ର ପାଠ କରିଥାନ୍ତି ଶ୍ରଦ୍ଧାଳୁ। ସାଧାରଣତଃ ଗୋଟିଏ ବାକ୍ୟରେ ଏହି ମନ୍ତ୍ରକୁ ପାଠ କରାଯାଇଥାଏ। “ଓଁ ନମଃ ଶିବାୟ”। ଓଁ ହିନ୍ଦୁ ଶାସ୍ତ୍ରର ସାର ବା ବୀଜମନ୍ତ୍ର ଭାବେ ଗୃହୀତ ହୋଇଥିବା ବେଳେ […]

siv jee

siv jee

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 10:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତରେ ପୂଜିତ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଭଗବାନ ଶିବ।  ସମଗ୍ର ସନାତନ ହିନ୍ଦୁ ଧର୍ମ ଭଗବାନ ଶଙ୍କରଙ୍କୁ ସଂହାରକର୍ତ୍ତା ଭାବେ ପୂଜା କରିଥାଏ। ଏବଂ ଇଶ୍ୱରଙ୍କ ଏହି ଶିବ ସତ୍ତାକୁ ପ୍ରମାଣ କରିବାକୁ ଯାଇ ଶିବ ପଞ୍ଚାକ୍ଷର ମନ୍ତ୍ର ପାଠ କରିଥାନ୍ତି ଶ୍ରଦ୍ଧାଳୁ। ସାଧାରଣତଃ ଗୋଟିଏ ବାକ୍ୟରେ ଏହି ମନ୍ତ୍ରକୁ ପାଠ କରାଯାଇଥାଏ। “ଓଁ ନମଃ ଶିବାୟ”। ଓଁ ହିନ୍ଦୁ ଶାସ୍ତ୍ରର ସାର ବା ବୀଜମନ୍ତ୍ର ଭାବେ ଗୃହୀତ ହୋଇଥିବା ବେଳେ ବାକି ୫ଟି ଶବ୍ଦକୁ ନେଇ ଶିବ ପଞ୍ଚାକ୍ଷର ରଚନା ହୋଇଛି।

ହେଲେ ଆପଣ ଜାଣନ୍ତି କି, ଏହି ଶିବ ପଞ୍ଚାକ୍ଷର ଗୋଟିଏ ବାକ୍ୟର ମନ୍ତ୍ର ନୁହେଁ, ପ୍ରତି ଗୋଟିଏ ଶବ୍ଦକୁ ନେଇ ଶ୍ଲୋକଟିଏ ରହିଛି। ଯାହାର ରଚୟିତା ହେଉଛନ୍ତି ସ୍ୱୟଂ ଆଦି ଶଙ୍କରାଚାର୍ଯ୍ୟ। ତାହେଲେ ମହାଶିବରାତ୍ରିର ପରମ ପାବିତ୍ର ଅବସରରେ ଆସନ୍ତୁ ଜାଣିବା କ’ଣ ଏହି ଶିବ ପଞ୍ଚାକ୍ଷର ସ୍ତ୍ରୋତ୍ର?

: ନାଗେନ୍ଦ୍ର ହାରାୟ, ତ୍ରିଲୋଚନାୟ, ଭସ୍ମାଙ୍ଗରାଗାୟ ମହେଶ୍ୱରାୟ

ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ, ତସ୍ମୈ ‘ନ’ କାରାୟ ନମଃ ଶିବାୟ

(ବେକରେ ନାଗମାନଙ୍କୁ ହାର ଭଳି ଧାରଣ କରିଥିବା ତ୍ରୀଲୋଚନ, ଯାହାଙ୍କ ଦେହରେ ଭସ୍ମ ଅଙ୍ଗାରାଗ ବା ପାଉଁଶ ପ୍ରଲେପିତ ହୋଇଛି, ସେହି ମହାନ୍‌ ଇଶ୍ୱର ଯିଏ ଦିଗମାନଙ୍କୁ ନିଜର ବସ୍ତ୍ର ଭାବେ ଗ୍ରହଣ କରିଛନ୍ତି, ସେହି ସଦା ପବିତ୍ର ଭଗବାନ ଶିବଙ୍କୁ ‘ନ’କାର ଶବ୍ଦରେ ମୁଁ ପ୍ରଣାମ କରୁଛି।)

: ମନ୍ଦାକିନି ସଲିଳ ଚନ୍ଦନ ଚର୍ଚ୍ଚିତାୟ, ନନ୍ଦିଶ୍ୱର ପ୍ରମଥନାଥ ମହେଶ୍ୱରାୟ

ମନ୍ଦାରପୁଷ୍ପ ବହୁ ପୁଷ୍ପ ସୁପୁଜିତାୟ, ତସ୍ମୈ ‘ମ’କାରାୟ ନମଃ ଶିବାୟ।

(ଗଙ୍ଗା ବା ମନ୍ଦାକିନିଙ୍କ ପବିତ୍ର ଜଳ ଓ ଅଙ୍ଗରେ ଚନ୍ଦନ ପ୍ରଲେପନରେ ଯାହାଙ୍କ ଅର୍ଚ୍ଚନା ହୁଏ,  ପ୍ରମଥ ବା ଭୁତମାନଙ୍କ ନାଥ ତଥା ନନ୍ଦିଙ୍କ ସ୍ୱାମୀ, ଯାହାଙ୍କୁ ମନ୍ଦାର ସହ ବିଭିନ୍ନ ପୁଷ୍ପରେ ଅର୍ଚ୍ଚନା କରାଯାଏ ସେହି ଶିବଙ୍କୁ ‘ମ’କାର ଶବ୍ଦରେ ମୁଁ ପ୍ରଣାମ କରୁଛି।)

ଶି: ଶିବାୟ ଗୌରୀ ବଦନାରବିନ୍ଦ ସୂର୍ଯ୍ୟାୟ, ଦକ୍ଷାଧ୍ୱରନାଶନାୟ

ଶ୍ରୀନିଳକଣ୍ଠାୟ ବୃଷଭଦ୍ୱଜାୟ, ତସ୍ମୈ ‘ଶି’ କାରାୟ ନମଃ ଶିବାୟ

(ମା’ ଗୌରୀଙ୍କ ମୁଖ ପଦ୍ମକୁ ବିକଶିତ କରିବାରେ ଯେ ସୂର୍ଯ୍ୟ, ଦକ୍ଷ ଦର୍ପ ନାଶନକାରୀ ନୀଳକଣ୍ଠ, ଯାହାଙ୍କର ପତକାରେ ବୃଷଭଙ୍କ ଚିତ୍ର ରହିଛି ସେହି ମହାନ୍‌ ଶିବଙ୍କୁ ‘ଶି’କାର ଶବ୍ଦରେ ମୁଁ ପ୍ରଣାମ କରୁଛି।)

ବା: ବଶିଷ୍ଠ କୁମ୍ଭୋଦ୍‌ଭବ୍‌ ଗୌତମାଦି, ମୁନିଦ୍ର ଦେବାର୍ଚ୍ଚିତ ଶେଖରାୟ

ଚନ୍ଦ୍ରାର୍କ ବୈଶ୍ୱାରନରଲୋଚନାୟ ତସ୍ମୈ ‘ବ’ କାରାୟ ନମଃ ଶିବାୟ।

(ବଶିଷ୍ଠ, ଅଗସ୍ତ୍ୟ ଓ ଗୌତମ ଆଦି ମହାନ୍‌ ଋଷିମାନେ ଯାହାଙ୍କ ଅର୍ଚ୍ଚନା କରନ୍ତି, ତଥା ଇନ୍ଦ୍ରଙ୍କ ଭଳି ଦେବତାମାନେ ଯାହାଙ୍କ ମସ୍ତକ ଦେଶରେ ପୂଜାର୍ଚ୍ଚନା କରନ୍ତି, ଚନ୍ଦ୍ର, ସୂର୍ଯ୍ୟ ଓ ଅଗ୍ନି ଯାହାଙ୍କ ୩ଟି ନେତ୍ର ସ୍ୱରୂପ, ସେହି ମହାନ୍‌ ଶିବଙ୍କୁ ‘ବ’କାର ଶବ୍ଦରେ ମୁଁ ପ୍ରଣାମ କରୁଛି।)

: ଯଜ୍ଞ ସ୍ୱରୁପାୟ ଜଟା ଧରାୟ, ପିନାକ ହସ୍ତାୟ ସନାତନାୟ

ଦିବ୍ୟାୟ ଦେବାୟ ଦିଗମ୍ବରାୟ  ତସ୍ମୈ ‘ୟ’ କାରାୟ ନମଃ ଶିବାୟ ।

ଯେ ଯଜ୍ଞ ସ୍ୱରୁପ(‘ୟ’ ଶବ୍ଦ ଏଠାରେ ‘ଯ’ ଭାବେ ଉଚ୍ଚାରିତ ହୋଇଛି), ମସ୍ତକରେ ଯାହାଙ୍କର ଜଟା ଓ ହସ୍ତରେ ପିନାକ ଶୋଭାପାଏ  ସେହି ସନାତନ ଦିଗମ୍ବର ଶିବଙ୍କୁ ‘ୟ’କାର ଶବ୍ଦରେ ମୁଁ ପ୍ରଣାମ କରୁଛି।)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story