ବାଥରୁମ୍‌ରେ ଉଲଗ୍ନ ହୋଇ ଗାଧାନ୍ତି କି?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ସମସ୍ତେ ସ୍ନାନଘରେ ବା ବାଥରୁମ୍&zwnj;ରେ ଗାଧାଉ। ଗାଧୋଇବା ସମୟରେ କିଛି ଲୋକ ଅଛନ୍ତି ଉଲଗ୍ନ ଗୋଇ ଗାଧାନ୍ତି। ଯାହା କରିବା ଅନୁଚିତ। କାରଣ କୁହାଯାଏ ଆମ ପିତୃ ପୁରୁଷମାନେ ଆମ ଆଖପାଖରେ ସବୁବେଳେ ରୁହନ୍ତି। ଗାଧୋଇବା ସମୟରେ ଆମ ବସ୍ତ୍ରରୁ ଯେଉଁ ପାଣି ଝରିପଡେ ତାକୁ ପିଇ ସେମାନେ ତୃପ୍ତ ହୋଇଥାନ୍ତି। ତେଣୁ ଗାଧୋଇବା ସମୟରେ ଶରୀରରେ ସବୁବେଳେ ବସ୍ତ୍ର ପିନ୍ଧନ୍ତୁ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Wednesday, 02 May 2018
  • Updated: 02 May 2018, 12:22 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ସମସ୍ତେ ସ୍ନାନଘରେ ବା ବାଥରୁମ୍&zwnj;ରେ ଗାଧାଉ। ଗାଧୋଇବା ସମୟରେ କିଛି ଲୋକ ଅଛନ୍ତି ଉଲଗ୍ନ ଗୋଇ ଗାଧାନ୍ତି। ଯାହା କରିବା ଅନୁଚିତ। କାରଣ କୁହାଯାଏ ଆମ ପିତୃ ପୁରୁଷମାନେ ଆମ ଆଖପାଖରେ ସବୁବେଳେ ରୁହନ୍ତି। ଗାଧୋଇବା ସମୟରେ ଆମ ବସ୍ତ୍ରରୁ ଯେଉଁ ପାଣି ଝରିପଡେ ତାକୁ ପିଇ ସେମାନେ ତୃପ୍ତ ହୋଇଥାନ୍ତି। ତେଣୁ ଗାଧୋଇବା ସମୟରେ ଶରୀରରେ ସବୁବେଳେ ବସ୍ତ୍ର ପିନ୍ଧନ୍ତୁ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos