ଦାନ କରୁଛନ୍ତି କି? ଭୁଲ୍‌ରେ ବି ଏହି ସବୁ ଜିନିଷ କରନ୍ତୁ ନାହିଁ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦାନ କରିବା ଏକ ପୁଣ୍ୟ କାମ। ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଦାନ ଦ୍ୱରା ପାପ କ୍ଷୟ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଦାନର କିଛି ନିୟମ ରହିଛି। ଦାନ କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କେବେ ବି ପ୍ଳାଷ୍ଟିକ୍&zwnj; ତିଆରି ଜିନିଷ, ଷ୍ଟିଲ୍&zwnj;ରେ ତିଆରି ଜିନିଷ ଓ ଝାଡୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା କ୍ଷତି ହୁଏ ବୋଲି କୁହାଯାଏ।</p> <p>କ&#039;ଣ ଦାନ କରିବା ଉଚିତ, କ&#039;ଣ ଦାନ ନକରିବା ଉଚିତ ଜାଣିବାକୁ ଦେଖନ୍ତୁ ଭିଡିଓ</p>

Ordigital Desk
  • Published: Thursday, 08 February 2018
  • Updated: 08 February 2018, 10:03 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦାନ କରିବା ଏକ ପୁଣ୍ୟ କାମ। ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଦାନ ଦ୍ୱରା ପାପ କ୍ଷୟ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଦାନର କିଛି ନିୟମ ରହିଛି। ଦାନ କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କେବେ ବି ପ୍ଳାଷ୍ଟିକ୍&zwnj; ତିଆରି ଜିନିଷ, ଷ୍ଟିଲ୍&zwnj;ରେ ତିଆରି ଜିନିଷ ଓ ଝାଡୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା କ୍ଷତି ହୁଏ ବୋଲି କୁହାଯାଏ।</p><p>କ&#039;ଣ ଦାନ କରିବା ଉଚିତ, କ&#039;ଣ ଦାନ ନକରିବା ଉଚିତ ଜାଣିବାକୁ ଦେଖନ୍ତୁ ଭିଡିଓ</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos