ଦାନ କରୁଛନ୍ତି କି? ଭୁଲ୍‌ରେ ବି ଏହି ସବୁ ଜିନିଷ କରନ୍ତୁ ନାହିଁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦାନ କରିବା ଏକ ପୁଣ୍ୟ କାମ। ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଦାନ ଦ୍ୱରା ପାପ କ୍ଷୟ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଦାନର କିଛି ନିୟମ ରହିଛି। ଦାନ କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କେବେ ବି ପ୍ଳାଷ୍ଟିକ୍‌ ତିଆରି ଜିନିଷ, ଷ୍ଟିଲ୍‌ରେ ତିଆରି ଜିନିଷ ଓ ଝାଡୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା କ୍ଷତି ହୁଏ ବୋଲି କୁହାଯାଏ।

କ’ଣ ଦାନ କରିବା ଉଚିତ, କ’ଣ ଦାନ ନକରିବା ଉଚିତ ଜାଣିବାକୁ ଦେଖନ୍ତୁ ଭିଡିଓ

Previous ArticleNext Article

Send this to a friend