ଜାଣନ୍ତୁ କେଉଁ ଦିନ ଖାଇବେନି ପୋଟଳ, ନଡିଆ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ତିଥି ଅନୁସାରେ ଖାଦ୍ୟ ଖାଆନ୍ତୁ। ଯଦି ଏମିତି କରୁନାହାଁନ୍ତି, ତେବେ ଆଜିଠାରୁ ଏଭଳି ଅଭ୍ୟାସର ଆରମ୍ଭ କରନ୍ତୁ। କହିବାର ଉଦ୍ଦେଶ୍ୟ ହେଉଛି ତିଥି ଅନୁସାରେ ଖାଦ୍ୟପେୟ ଆମ ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଅଷ୍ଟମୀ ତିଥିରେ କେବେ ‘ନଡିଆ’ ଖାଇବେ ନାହିଁ। ଏହିଦିନ ନଡିଆ ଖାଇଲେ ମୁର୍ଖ ହୋଇଯିବେ। ଏବଂ ତୃତୀୟା ତିଥିରେ କେବେ ‘ପୋଟଳ’ ଖାଆନ୍ତୁ ନାହିଁ। ରୋଗରେ ପଡିବେ। ତେଣୁ ଏହି ଦୁଇଟି ତିଥିରେ ଏହି ଦୁଇଟି […]

tithi

tithi

Rakesh Mallick
  • Published: Monday, 23 April 2018
  • Updated: 23 April 2018, 10:16 AM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ତିଥି ଅନୁସାରେ ଖାଦ୍ୟ ଖାଆନ୍ତୁ। ଯଦି ଏମିତି କରୁନାହାଁନ୍ତି, ତେବେ ଆଜିଠାରୁ ଏଭଳି ଅଭ୍ୟାସର ଆରମ୍ଭ କରନ୍ତୁ। କହିବାର ଉଦ୍ଦେଶ୍ୟ ହେଉଛି ତିଥି ଅନୁସାରେ ଖାଦ୍ୟପେୟ ଆମ ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଅଷ୍ଟମୀ ତିଥିରେ କେବେ ‘ନଡିଆ’ ଖାଇବେ ନାହିଁ। ଏହିଦିନ ନଡିଆ ଖାଇଲେ ମୁର୍ଖ ହୋଇଯିବେ। ଏବଂ ତୃତୀୟା ତିଥିରେ କେବେ ‘ପୋଟଳ’ ଖାଆନ୍ତୁ ନାହିଁ। ରୋଗରେ ପଡିବେ। ତେଣୁ ଏହି ଦୁଇଟି ତିଥିରେ ଏହି ଦୁଇଟି ଖାଦ୍ୟଠୁ ଯେତେ ସମ୍ଭବ ଦୂରେଇ ରହିବା ଭଲ। (ଦେଖନ୍ତୁ ଭିଡିଓ)

https://youtu.be/_kXfD6sKDDU?list=PLSItThInuALsR3zhPtcvN27BHifeAaF98

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos