ଏହିସବୁ ସ୍ଥାନକୁ ଜୋତା ପିନ୍ଧି ଯାଉଛନ୍ତି କି?

ଘରୁ ଗୋଡ଼ କାଢ଼ିଲେ ପାଦ ଖୋଜେ ଚପଲ। ଗାଁ ହେଉ କି ସହର ସବୁଠି ସମସ୍ତଙ୍କର ଏବେ ଅଭ୍ୟାସ ହୋଇଗଲାଣି ଚପଲ ପିନ୍ଧିବା ଆଉ ଜୋତା ମାଡ଼ି ବାହାରକୁ ଯିବା। ଖାଲି ପାଦରେ ଚାଲିକି ଗଲେ ଯାବତୀୟ ଇନଫେକ୍ସନ ହେବ ବୋଲି ବିଜ୍ଞାନ କହେ। ଏଣୁ ଏଭଳି ଅଭ୍ୟାସଟି କେବେ ବି ଖରାପ ନୁହେଁ। ହେଲେ ଜାଣିଛନ୍ତି, ଏମିତି କିଛି ସ୍ଥାନ ଅଛି ଯେଉଁଠି କି ଚପଲ ମାଡ଼ି ଯିବା ଆଦୌ ଉଚିତ ନୁହେଁ। ଶାସ୍ତ୍ରବିତଙ୍କ ମତରେ  […]

chappal.jpg,,,,

chappal.jpg,,,,

Rakesh Mallick
  • Published: Friday, 04 May 2018
  • Updated: 04 May 2018, 07:45 PM IST

ଘରୁ ଗୋଡ଼ କାଢ଼ିଲେ ପାଦ ଖୋଜେ ଚପଲ। ଗାଁ ହେଉ କି ସହର ସବୁଠି ସମସ୍ତଙ୍କର ଏବେ ଅଭ୍ୟାସ ହୋଇଗଲାଣି ଚପଲ ପିନ୍ଧିବା ଆଉ ଜୋତା ମାଡ଼ି ବାହାରକୁ ଯିବା। ଖାଲି ପାଦରେ ଚାଲିକି ଗଲେ ଯାବତୀୟ ଇନଫେକ୍ସନ ହେବ ବୋଲି ବିଜ୍ଞାନ କହେ। ଏଣୁ ଏଭଳି ଅଭ୍ୟାସଟି କେବେ ବି ଖରାପ ନୁହେଁ। ହେଲେ ଜାଣିଛନ୍ତି, ଏମିତି କିଛି ସ୍ଥାନ ଅଛି ଯେଉଁଠି କି ଚପଲ ମାଡ଼ି ଯିବା ଆଦୌ ଉଚିତ ନୁହେଁ। ଶାସ୍ତ୍ରବିତଙ୍କ ମତରେ  ଏମିତି କଲେ ଦୁର୍ଭାଗ୍ୟ ମାଡ଼ି ଆସେ। ତାହାହେଲେ ଆସନ୍ତୁ ଜାଣିବା ସେହି ସ୍ଥାନଗୁଡ଼ିକ କ’ଣ ଯେଉଁଠି ଚପଲ ମାଡ଼ିଯିବା ମନା।

ଟ୍ରେଜେରି: ଟ୍ରେଜେରିରେ ଟଙ୍କା ପଇସା ରଖିବା ସହ ଅନ୍ୟ ଜିନିଷ ରହିଥାଏ। ଅଜଣାତରେ ବେଳେବେଳେ ଆମେ ଚପଲ ପିନ୍ଧି ଟ୍ରେଜେରିରୁ ଟଙ୍କା କାଢ଼ିଥାଉ। ଏହା କରିବା ଅନୁଚିତ। ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଏପରି କଲେ  ମାଆ ଲକ୍ଷ୍ମୀଙ୍କ କୋପଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ।

ଭଣ୍ଡାରଘର: ଭଣ୍ଡାରଘରେ ବିଭିନ୍ନ ପ୍ରକାର ଆବଶ୍ୟକ ସାମଗ୍ରୀ ରହିଥାଏ। ଭଣ୍ଡାରଘରୁ କୌଣସି ସାମଗ୍ରୀ ଆଣିବାକୁ ଗଲା ବେଳେ ଅଜାଣତରେ ଚପଲ ପିନ୍ଧି ପଳାଇଯାଇଥାନ୍ତି। କିନ୍ତୁ ଏହା ଅଶୁଭ ହୋଇଥାଏ। ଏଥିପାଇଁ ଧ୍ୟାନ ଦେବା ଉଚିତ।।

ରୋଷେଇ ଘର: ରୋଷେଇ ଘର ଭିତରକୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଶାସ୍ତ୍ରରେ ଅନ୍ନ ଓ ଅଗ୍ନିଙ୍କୁ ଦେବତା ବୋଲି ମନାଯାଇଛି। ଏଥିପାଇଁ ରୋଷେଇ ଘରକୁ ଚପଲ ପିନ୍ଧି ଯିବାକୁ ବାରଣ କରାଯାଇଥାଏ। ଚପଲ ପିନ୍ଧି ଗଲେ ଅନ୍ନ ଓ ଅଗ୍ନି ଦେବତା ରୁଷ୍ଟ  ହୋଇଯାଇଥାନ୍ତି।

ପବିତ୍ର ନଦୀ: ପବିତ୍ରରେ ନଦୀରେ ଗାଧୋଇଲେ ପୂର୍ଣ୍ଣ ଫଳ ମିଳିଥାଏ। ହେଲେ ପବିତ୍ର ନଦୀରେ ଜୋତା ପନ୍ଧି ଗଲେ ପାପ ହୋଇଥାଏ। ଏଥିପାଇଁ କୌଣସି ପବିତ୍ର ନଦୀ  ଯିବା ବେଳେ ଜୋତା ଓ ଚମଡ଼ା ଜିନିଷ କାଢ଼ି ରଖିଦେଇ ଯିବା ଉଚିତ।

ମନ୍ଦିର: ମନ୍ଦିରକୁ ଜୋତା ପିନ୍ଧି ଯିବା ଉଚିତ ନୁହେଁ ବୋଲି  ଜାଣିଛେ। କାରଣ ମନ୍ଦିରରେ ଦେବତାମାନେ ପୂଜା ପାଇଥାନ୍ତି। ମନ୍ଦିରକୁ ଜୋତା ପନ୍ଧିଗଲେ ଦେବୀ ଦେବତା ରୁଷ୍ଟ ହୋଇଯାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story