ଜାଣନ୍ତୁ କେଉଁଥିରେ ରଖିବେ ନାହିଁ ସୁନା

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁନା ଏକ ମୂଲ୍ୟବାନ ଜନିଷ। ଏହାକୁ ଯତ୍ନର ସହ ରଖାଯାଏ। ଆଲମାରିରେ ତାଲା ଦେଇ ଆମେ ସୁନା ରଖୁ। ସୁନାକୁ ଆପଣ କପଡା, ରୂପା ବାକ୍ସ କିମ୍ୱା ଲୁହାର ବାକ୍ସରେ ରଖନ୍ତୁ। କିନ୍ତୁ ସୁନାକୁ କେବେ ପ୍ଳାଷ୍ଟିକ ଡବାରେ ରଖନ୍ତୁ ନାହଁ। ଏହା ଦ୍ୱାରା ଅଶୁଭ ହୋଇଥାଏ ଓ ଘରେ ଅର୍ଥ ଅଭାବ ଦେଖାଦିଏ।</p>

Ordigital Desk
  • Published: Monday, 26 February 2018
  • Updated: 26 February 2018, 08:08 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁନା ଏକ ମୂଲ୍ୟବାନ ଜନିଷ। ଏହାକୁ ଯତ୍ନର ସହ ରଖାଯାଏ। ଆଲମାରିରେ ତାଲା ଦେଇ ଆମେ ସୁନା ରଖୁ। ସୁନାକୁ ଆପଣ କପଡା, ରୂପା ବାକ୍ସ କିମ୍ୱା ଲୁହାର ବାକ୍ସରେ ରଖନ୍ତୁ। କିନ୍ତୁ ସୁନାକୁ କେବେ ପ୍ଳାଷ୍ଟିକ ଡବାରେ ରଖନ୍ତୁ ନାହଁ। ଏହା ଦ୍ୱାରା ଅଶୁଭ ହୋଇଥାଏ ଓ ଘରେ ଅର୍ଥ ଅଭାବ ଦେଖାଦିଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos