ରାତିରେ ଶୋଇବାବେଳେ ତକିଆ ତଳେ ଏମିତି କିଛି ରଖନ୍ତି କି?

ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ବହି ପଢିବାକୁ ଭଲ ପାଆନ୍ତି।  ନିଦ ଲାଗିଲେ ବହିକୁ ତକିଆ ତଳେ  ରଖି ଶୋଇ ପଡନ୍ତି। ସେହିପରି ସାଧାରଣତଃ  ଦେଖାଯାଏ ଅଧିକାଂଶ ଲୋକେ ମୁଣ୍ଡ ପାଖରେ ମନିପର୍ସ ରଖି ମଧ୍ୟ ଶୋଇଯାଆନ୍ତି।ଆପଣ ଏମିତି କରୁଛନ୍ତି କି? ଯଦି କରୁଥାନ୍ତି ଆଜିଠାରୁ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ  ଶାସ୍ତ୍ରବିତଙ୍କ ଅନୁସାରେ ତକିଆ ତଳେ ବହି ଏବଂ ମୁଣ୍ଡ ତଳେ ମନିପର୍ସ ରଖିବା ଅନୁଚିତ୍‌। ଏହା ଆପଣଙ୍କ ପାଇଁ କ୍ଷତିକାରକ। ଏପରି କଲେ ସବୁବେଳେ ଅର୍ଥ ଚିନ୍ତା ଘାରି ହେବା ସହ ରାତିରେ ଭଲ ନିଦ ହୁଏ ନାହିଁ।

ଦେଖନ୍ତୁ ଭିଡିଓ-

Previous ArticleNext Article

Send this to a friend