ରାତିରେ ଶୋଇବାବେଳେ ତକିଆ ତଳେ ଏମିତି କିଛି ରଖନ୍ତି କି?

<p>ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ବହି ପଢିବାକୁ ଭଲ ପାଆନ୍ତି।&nbsp; ନିଦ ଲାଗିଲେ ବହିକୁ ତକିଆ ତଳେ &nbsp;ରଖି ଶୋଇ ପଡନ୍ତି। ସେହିପରି ସାଧାରଣତଃ &nbsp;ଦେଖାଯାଏ ଅଧିକାଂଶ ଲୋକେ ମୁଣ୍ଡ ପାଖରେ ମନିପର୍ସ ରଖି ମଧ୍ୟ ଶୋଇଯାଆନ୍ତି।ଆପଣ ଏମିତି କରୁଛନ୍ତି କି? ଯଦି କରୁଥାନ୍ତି ଆଜିଠାରୁ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ &nbsp;ଶାସ୍ତ୍ରବିତଙ୍କ ଅନୁସାରେ ତକିଆ ତଳେ ବହି ଏବଂ ମୁଣ୍ଡ ତଳେ ମନିପର୍ସ ରଖିବା ଅନୁଚିତ୍&zwnj;। ଏହା ଆପଣଙ୍କ ପାଇଁ କ୍ଷତିକାରକ। ଏପରି କଲେ ସବୁବେଳେ ଅର୍ଥ ଚିନ୍ତା ଘାରି ହେବା ସହ ରାତିରେ ଭଲ ନିଦ ହୁଏ ନାହିଁ।</p> <p>ଦେଖନ୍ତୁ ଭିଡିଓ-</p>

Ordigital Desk
  • Published: Thursday, 24 May 2018
  • Updated: 24 May 2018, 08:13 AM IST

Sports

Latest News

<p>ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ବହି ପଢିବାକୁ ଭଲ ପାଆନ୍ତି।&nbsp; ନିଦ ଲାଗିଲେ ବହିକୁ ତକିଆ ତଳେ &nbsp;ରଖି ଶୋଇ ପଡନ୍ତି। ସେହିପରି ସାଧାରଣତଃ &nbsp;ଦେଖାଯାଏ ଅଧିକାଂଶ ଲୋକେ ମୁଣ୍ଡ ପାଖରେ ମନିପର୍ସ ରଖି ମଧ୍ୟ ଶୋଇଯାଆନ୍ତି।ଆପଣ ଏମିତି କରୁଛନ୍ତି କି? ଯଦି କରୁଥାନ୍ତି ଆଜିଠାରୁ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ &nbsp;ଶାସ୍ତ୍ରବିତଙ୍କ ଅନୁସାରେ ତକିଆ ତଳେ ବହି ଏବଂ ମୁଣ୍ଡ ତଳେ ମନିପର୍ସ ରଖିବା ଅନୁଚିତ୍&zwnj;। ଏହା ଆପଣଙ୍କ ପାଇଁ କ୍ଷତିକାରକ। ଏପରି କଲେ ସବୁବେଳେ ଅର୍ଥ ଚିନ୍ତା ଘାରି ହେବା ସହ ରାତିରେ ଭଲ ନିଦ ହୁଏ ନାହିଁ।</p><p>ଦେଖନ୍ତୁ ଭିଡିଓ-</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos