ଗାଧୁଆଘରେ ଦାଢ଼ି କାଟନ୍ତି କି?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁହଁର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଆମେ ଅନେକ ପରିଶ୍ରମ କରୁ। କାରଣ ଝିଅ ହେଉ ଅବା ପୁଅ ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାଁନ୍ତି। ଆଜିକାଲି ପୁଅ ମାନଙ୍କୁ ଦେଖନ୍ତୁ। ସୁନ୍ଦର ଦେଖାଯିବା ପାଇଁ ସେମାନେ ଦାଢି ଫ୍ୟାସନ୍‌କୁ ଆପଣେଇଛନ୍ତି। ଆଜିକାଲି ପ୍ରାୟ ପିଲା ବିଅର୍ଡ ଲୁକ୍‌ ବା ଦାଢି ରଖି ଚେହେରାକୁ ଏକ ସ୍ୱତନ୍ତ୍ର ଲୁକ୍‌ ଦେବାପାଇଁ ଚାହୁଁଛନ୍ତି। ତେବେ ଦାଢି ରଖିବା ବଡ କଥା ନୁହେଁ। ଦାଢିକୁ ଯତ୍ନର ସହକାରେ ରଖିବା ହେଉଛି ମୁଖ୍ୟ କଥା। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଦାଢି କାଟିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଗାଧୁଆଘରେ କେବେ ଦାଢି କାଟନ୍ତୁ ନାହିଁ। ଦାଢିକୁ ସବୁବେଳେ ଘର ବାହାରେ କାଟନ୍ତୁ। ଗାଧୁଆଘରେ ଦାଢି କାଟିବା ଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)

Previous ArticleNext Article

Send this to a friend