ରାସ୍ତାରେ ଗଲାବେଳେ ଅପରିଚିତ ନାରୀ କେବେ ଅଟକାଇଛନ୍ତି କି?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅର୍ଥଶାସ୍ତ୍ର ରଚୟତା ଓ ଜଣେ ଦାର୍ଶନିକ ଭାବେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ଭିତରେ ଥିବା ଜ୍ଞାନକୁ ସେ ନିଜ ଭିତରେ ସୀମିତ ନରଖି ପୁସ୍ତକରେ ଲେଖି, ଆଗାମୀ ପିଢିଙ୍କୁ କିଛି ଉପଦେଶ ଦେଇଯାଇଛନ୍ତି। ତାଙ୍କ ନୀତି ଓ ଆଦର୍ଶ ଏକ ଶୃଙ୍ଖଳିତ ଜୀବନ ଗଠନ କରିବାରେ ସାହାଯ୍ୟ କରେ। ଚାଣକ୍ୟ କହିଥିବା କିଛି କଥା ଯାହା କେବେ ଭୁଲିବା କଥା ନୁହେଁ। ତାଙ୍କର ଏକ ସୁନ୍ଦର କଥା ରହିଛି, ମୂର୍ଖଙ୍କୁ ଉପଦେଶ ଦେଲେ ଏବଂ ଦୁଷ୍ଟ ସ୍ତ୍ରୀଙ୍କୁ ଭରଣପୋଷଣ କଲେ ପଣ୍ଡିତ ମାନେ ମଧ୍ୟ ବିଶାଦଗ୍ରସ୍ତ ହୋଇଥାନ୍ତି। ଆଉ ଏକ କଥା ମନେ ରଖନ୍ତୁ ‘ପଥେ ନାରୀ ବିବର୍ଜିତା’ ଅର୍ଥାତ ରାସ୍ତାରେ ଯିବା ସମୟରେ ଯଦି ଅପରିଚିତ ନାରୀ ଆପଣଙ୍କୁ ଅଟକାଏ ତେବେ ଅଟକିବେନି, ଯଦି ସେ ବିପଦରେ ପଡିଥାଏ ବୋଲି ଅନୁଭବ କରିବେ ତେବେ ଯାଇଁ ଅଟକିବେ।  ଏପରି କଲେ ଆପଣଙ୍କର ମଙ୍ଗଳ ହେବ। (ଦେଖନ୍ତୁ ଭିଡିଓ)

Previous ArticleNext Article

Send this to a friend