ଅଧାରୁ କଟିଲା କରେଣ୍ଟ: ଅଟକି ଗଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱର ରାଜ୍ୟସ୍ତରୀୟ ବିଜୁ ଶ୍ରାଦ୍ଧ ଦିବସ ପାଳନ ବେଳେ ଏକ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟ ରଖୁଥିବା ବେଳେ ହଠାତ କରେଣ୍ଟ ଚାଲିଯାଇଥିଲା। ପାଖାପାଖି ୧ ମିନିଟ୍‌ ପାଇଁ କରେଣ୍ଟ କଟିଯାଇଥିଲା। ନବୀନ ବକ୍ତବ୍ୟ ଅଧାରୁ ବନ୍ଦ କରି ନିଜ ଆସନକୁ ଚାଲିଯାଇଥିଲେ। କରେଣ୍ଟ ଆସିବା ପରେ ନବୀନ ପୁଣି ଆସି ନିଜ ବକ୍ତବ୍ୟ ରଖିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏଭଳି […]

naveen1

naveen1

Rakesh Mallick
  • Published: Monday, 17 April 2017
  • Updated: 18 April 2017, 07:13 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ରାଜ୍ୟସ୍ତରୀୟ ବିଜୁ ଶ୍ରାଦ୍ଧ ଦିବସ ପାଳନ ବେଳେ ଏକ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟ ରଖୁଥିବା ବେଳେ ହଠାତ କରେଣ୍ଟ ଚାଲିଯାଇଥିଲା। ପାଖାପାଖି ୧ ମିନିଟ୍‌ ପାଇଁ କରେଣ୍ଟ କଟିଯାଇଥିଲା। ନବୀନ ବକ୍ତବ୍ୟ ଅଧାରୁ ବନ୍ଦ କରି ନିଜ ଆସନକୁ ଚାଲିଯାଇଥିଲେ।

କରେଣ୍ଟ ଆସିବା ପରେ ନବୀନ ପୁଣି ଆସି ନିଜ ବକ୍ତବ୍ୟ ରଖିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏଭଳି ପାୱାରକଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos