ନିଯୁକ୍ତି ଖବର: ଷ୍ଟେଟ୍‌ବ୍ୟାଙ୍କର ୨୦୦୦ ପୋଷ୍ଟ ପାଇଁ ବାହାରିଲା ବିଜ୍ଞପ୍ତି

ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍‌ ଏହାର ୨୦୦୦ PO ପଦବୀ ପାଇଁ ନୋଟିଫିକେସନ୍‌ ଜାରି କରିଛି। ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାରମ୍ଭିକ ପରୀକ୍ଷା(ପ୍ରିଲିମ୍‌),  ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ପରୀକ୍ଷା(ମେନ୍‌) ଓ ତୃତୀୟରେ ଗୋଷ୍ଠୀ ଆଲୋଚନା (ଗ୍ରୁପ୍‌ ଡିସ୍‌କସନ୍‌) ଅନୁଷ୍ଠିତ ହେବ। ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ହିଁ ଆବେଦନକାରୀ ମୁଖ୍ୟ ପରୀକ୍ଷା ଦେଇ ପାରିବେ। ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଗ୍ରୁପ୍‌ ଡିସ୍‌କସନ ପାଇଁ ଚୟନ କରାଯିବ। ଆବେଦନ ସମ୍ବନ୍ଧୀୟ ନିୟମାବଳୀ ଆବେଦନ […]

SBIPO-2018

SBIPO-2018

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 05:07 PM IST

ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍‌ ଏହାର ୨୦୦୦ PO ପଦବୀ ପାଇଁ ନୋଟିଫିକେସନ୍‌ ଜାରି କରିଛି। ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରାରମ୍ଭିକ ପରୀକ୍ଷା(ପ୍ରିଲିମ୍‌),  ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ପରୀକ୍ଷା(ମେନ୍‌) ଓ ତୃତୀୟରେ ଗୋଷ୍ଠୀ ଆଲୋଚନା (ଗ୍ରୁପ୍‌ ଡିସ୍‌କସନ୍‌) ଅନୁଷ୍ଠିତ ହେବ। ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ହିଁ ଆବେଦନକାରୀ ମୁଖ୍ୟ ପରୀକ୍ଷା ଦେଇ ପାରିବେ। ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଗ୍ରୁପ୍‌ ଡିସ୍‌କସନ ପାଇଁ ଚୟନ କରାଯିବ।

ଆବେଦନ ସମ୍ବନ୍ଧୀୟ ନିୟମାବଳୀ

ଆବେଦନ ଆରମ୍ଭ ତାରିଖ: ୨୧.୦୪୨୦୧୮

ଆବେଦନର ଶେଷ ତାରିଖ: ୧୩.୦୫.୨୦୧୮

ଅନ୍‌ଲାଇନ୍‌ ଫିସ୍‌ ଦାଖଲ ତାରିଖ: ଏପ୍ରିଲ୍‌ ୨୧ରୁ ମେ ୧୩, ୨୦୧୮

ଆଡ୍‌ମିଟ୍‌କାର୍ଡ ଡାଉନ୍‌ଲୋଡ୍‌ ବା ଉପଲବ୍ଧ ହେବ: ଜୁନ୍‌ ୧୮, ୨୦୧୮ରୁ (ଅସ୍ଥାୟୀ)

ପ୍ରାରମ୍ଭିକ (ପ୍ରିଲିମ୍‌) ପରୀକ୍ଷା ତାରିଖ: ଜୁଲାଇ୧,୭, ୨୦୧୮

ମୁଖ୍ୟ (ମେନ୍‌) ପରୀକ୍ଷା ତାରିଖ: ଅଗଷ୍ଟ ୪,୨୦୧୮

ଶିକ୍ଷାଗତ ଯୋଗ୍ୟତା: ମାନ୍ୟତାପ୍ରାତ ବିଶ୍ୱବିଦ୍ୟାଳୟରେ ଯେକୌଣସି  ଷ୍ଟ୍ରିମ୍‌ରେ ଗ୍ରାଜୁଏସନ୍‌ କିମ୍ବା କେନ୍ଦ୍ର ସରକାରଙ୍କଠାରୁ ମାନ୍ୟତା ପ୍ରାପ୍ତ ସମକକ୍ଷ ଶିକ୍ଷାନୁଷ୍ଠାନରୁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବେ। ଯେଉଁମାନେ ଗ୍ରାଜୁଏସନ୍‌ର ଶେଷ ବର୍ଷରେ ଥିବେ ସେମାନେ ବି ଆବେଦନ କରିପାରିବେ।

ବୟସ ସୀମା: ୦୧.୦୪.୨୦୧୮ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ କମ୍‌ ଓ ୩୦ ବର୍ଷରୁ ଅଧିକ ବର୍ଷ ହୋଇନଥିବ।

କେମିତି ଆବେଦନ କରିବେ: ଆବେଦନ କରିବା ପାଇଁ  ଏସ୍‌ବିଆଇର  ଅଫିସିଆଲ୍‌ ୱେବସାଇଟ୍‌ https://bank.sbi/careers/କୁ ଯାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story