ସାଙ୍ଗର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଟଙ୍କା ସଂଗ୍ରହ କଲେ
ଭୁବନେଶ୍ୱର(ଅତୁଲ୍ୟ ବାଉତ): କଥାରେ ଅଛି “ସଂପଦେ ସମସ୍ତେ ବୋଲାନ୍ତି ସଖା ହେଲେ ବିପଦେ କେହି ନ ଦିଅନ୍ତି ଦେଖା”। ‘ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’। ଏଭଳି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକଙ୍କ ବନ୍ଧୁମାନେ। ବିନା ସ୍ୱାର୍ଥରେ ସାହାଯ୍ୟ ହାତ ବଢାଇ ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି। ବନ୍ଧୁଙ୍କ ଜୀବନ ବଞ୍ଚାଇବା ପାଇଁ ପେପର ତିଆରି ବାକ୍ସ ଧରି ଦୁଆର ଦୁଆର ବୁଲି ଭିକ ମାଗିଛନ୍ତି। ଗୋଟିଏ କି ଦୁଇଟି ଗାଁ ନୁହଁ, କ୍ରମାଗତ ୧୫ରୁ ଅଧିକ ଗାଁ ବୁଲି ଭିକ ମାଗିଛନ୍ତି। ଘଟଣାଟି ବିଷୟରେ ଆପଣଙ୍କ ଜାଣିବାକୁ ନିଶ୍ଚୟ ଇଚ୍ଛା ହେବଣି। ତାହା ହେଲେ ଆସନ୍ତୁ ଜାଣିବା ପୂରା ଘଟଣା।
କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକ ନିକଟରେ ଚିଲିକା ବୁଲିବାକୁ ଆସିଥିଲେ। ଅଟୋରେ ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ଆଲୋକଙ୍କୁ  ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ ପରିବାର ଲୋକେ। ହେଲେ ଚିକିତ୍ସା ପାଇଁ ଲକ୍ଷାଧିକ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। ଏହି କଥା ଶୁଣି ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ। ଏହି ସମୟରେ ସାହାଯ୍ୟର ହାତ ବଢ଼ାଇଥିଲେ ଆଲୋକଙ୍କ ଦରଦୀ ବନ୍ଧୁମାନେ। ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ଗାଁ ଗାଁ ବୁଲି ଭିକ୍ଷା ମାଗିଥିଲେ। ଦିନେ କି ଦୁଇ ଦିନ ନୁହେଁ, ୧୫ଦିନ ଧରି ବିଭିନ୍ନ ଗାଁ ବୁଲି ଟଙ୍କା ସଂଗ୍ରହ କରିଥିଲେ। ଏହାପରେ ଭୁବନେଶ୍ୱର ଆସି ସମସ୍ତ ଟଙ୍କା ଆଲୋକଙ୍କ ବାପାଙ୍କୁ ଦେଇଥିଲେ। ଏହି ଟଙ୍କାରେ ଆଲୋକଙ୍କର ଚିକିତ୍ସା ଚାଲିଛି। ପ୍ରକୃତରେ ଆଲୋକଙ୍କ ବନ୍ଧୁମାନେ ପୁଣି ଥରେ ପ୍ରମାଣ କରିଥିଲେ ‘ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’।
ଆହତ ଆଲୋକଙ୍କ ବନ୍ଧୁ ବିପ୍ରଚରଣ ବିଶ୍ୱାଳ କହିଛନ୍ତି,“ଆମେ ୧୫ଟି ଗାଁ ବୁଲି ଲକ୍ଷେ ଟଙ୍କା ସଂଗ୍ରହ କରିଛୁ। ଆଲୋକଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଆସି ତାଙ୍କ ବାପାଙ୍କୁ ଟଙ୍କା ଦେଇଛୁ।”
ଆହତ ଆଲୋକଙ୍କ ବାପା ଲକ୍ଷ୍ମୀଧର ଜେନା କହିଛନ୍ତି,“ଆଲୋକ ଟିକେ ସୁସ୍ଥ ଅଛି। ସେ କଥା କହିପାରୁଛି। କିନ୍ତୁ ଚଲାବୁଲା କରିପାରୁନାହିଁ। ସେ ଶୀଘ୍ର ଭଲ ହୋଇଯିବ ବୋଲି ଡାକ୍ତର କହୁଛନ୍ତି।”
https://youtu.be/4Xzwqw2CY_o
Ordigital Desk
• Published: Friday, 29 June 2018
• Updated: 29 June 2018, 10:48 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos