୫ମାସ ପରେ ମିଳିଲା ହଜିଲା ଘୋଡ଼ାର ସନ୍ଧାନ: ଫେସବୁକ୍ ସାଜିଲା ମାଧ୍ୟମ

ନୂଆଦିଲ୍ଲୀ:  ଫେସବୁକ୍‌ ଜରିଆରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ହରଚରଣ ସିଂହ ବରାଡଙ୍କ ହଜିଯାଇଥିବା ଘୋଡ଼ାର ସନ୍ଧାନ ମିଳିଛି। ହରଚରଣଙ୍କ ଏହି ଘୋଡ଼ା ୫ମାସ ତଳେ ହଜି ଯାଇଥିଲା। ଏହି ଘୋଡ଼ାର ମୂଲ୍ୟ ୧୦ ଲକ୍ଷ ଟଙ୍କା। ଘୋଡ଼ାଟି ନିଖୋଜ ହେବା ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ କରଣ କୌର ବରାଡଙ୍କ ଫାର୍ମ ହାଉସରେ ରହୁଥିଲା। ହରଚରଣଙ୍କ ନାତି ତେଗବୀର ସିଂହ ବରାଡ଼ ଫେସବକ୍ ପେଜରେ ଏହି ଘୋଡ଼ାର ଫଟୋ ଦେଖିବାକୁ ପାଇଥିଲେ। ଏହି ଘୋଡ଼ାର ଫଟୋ […]

horse_1_1522052083_618x347

horse_1_1522052083_618x347

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 01:15 PM IST

Sports

Latest News

ନୂଆଦିଲ୍ଲୀ:  ଫେସବୁକ୍‌ ଜରିଆରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ହରଚରଣ ସିଂହ ବରାଡଙ୍କ ହଜିଯାଇଥିବା ଘୋଡ଼ାର ସନ୍ଧାନ ମିଳିଛି। ହରଚରଣଙ୍କ ଏହି ଘୋଡ଼ା ୫ମାସ ତଳେ ହଜି ଯାଇଥିଲା। ଏହି ଘୋଡ଼ାର ମୂଲ୍ୟ ୧୦ ଲକ୍ଷ ଟଙ୍କା। ଘୋଡ଼ାଟି ନିଖୋଜ ହେବା ପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ କରଣ କୌର ବରାଡଙ୍କ ଫାର୍ମ ହାଉସରେ ରହୁଥିଲା।

ହରଚରଣଙ୍କ ନାତି ତେଗବୀର ସିଂହ ବରାଡ଼ ଫେସବକ୍ ପେଜରେ ଏହି ଘୋଡ଼ାର ଫଟୋ ଦେଖିବାକୁ ପାଇଥିଲେ। ଏହି ଘୋଡ଼ାର ଫଟୋ ଚଣ୍ଡିଗଡ଼ ନିକଟସ୍ଥ ଏକ ହର୍ସ ରାଇଡିଂ ସ୍କୁଲ ନିଜର ୱେବସାଇଟରେ ଲଗାଇଥିଲା। ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥାବର୍ତ୍ତା କରିବା ପରେ ଘୋଡ଼ାକୁ ଫେରାଇ ଅଣାଯାଇଛି।

ଘୋଡ଼ାଟି ଅନ୍ୟ ଘୋଡ଼ା ସହ ଖୁଲାରେ ଛଡ଼ାଯାଇଥିବା ବେଳେ ନିଖୋଜ ହୋଇଯାଇଥିଲା। ଅନ୍ୟ ଘୋଡ଼ାକୁ ଘରକୁ ଫେରି ଆସିଥିବା ବେଳେ ସେ ଆଉ ଫେରି ନ ଥିଲା । ହରଚରଣଙ୍କ ପରିବାର ଲୋକଙ୍କ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା। କିନ୍ତୁ କୌଣସି ସନ୍ଧାନ ମିଳି ନଥିଲା।

ଏହି ଦାମୀ ଘୋଡ଼ାଟି ପଞ୍ଜାବ ଠାରୁ ପ୍ରାୟ ୨୩୫ କି.ମି  ଦୂର କିପରି ଗଲା ତାକୁ ନେଇ ସସ୍‌ପେନ୍ସ ଦେଖାଦେଇଛି।

ତେଗବୀର କହିଛନ୍ତି,“ଘୋଡ଼ାଟି ଏତେ ଦୂର କେମିତି ଗଲା ତାହା ବିଷୟରେ ଚର୍ଚ୍ଚା କରିବା କିଛି ଆବଶ୍ୟକ ନାହିଁ। ମୋ ଘୋଡ଼ା ମୋତେ ସୁରକ୍ଷିତ ମିଳିଯାଇଛି, ଏହା ମୋ ପାଇଁ ବଡ଼ କଥା। ମୋ ଘୋଡ଼ା ମୋତେ ଫେରାଇ ଦେଇଥିବାରୁ,  ମୁଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story