ବିନା ଖର୍ଚ୍ଚରେ ସୁନ୍ଦର ଦିଶିବାର ଉପାୟ

ନୂଆଦିଲ୍ଲୀ: ପ୍ରତ୍ୟେକ ମହିଳା ସୁନ୍ଦର ଓ ଆକର୍ଶଣୀୟ ଦିଶିବାକୁ ଚାହାଁନ୍ତି। ଏଥିପାଇଁ ସେମାନେ କେତେକ କ’ଣ ଉପାୟ ଆପଣାଇବା ସହିତ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। କିନ୍ତୁ କେବଳ ପ୍ରସାଧନ ସାମଗ୍ରୀ ବ୍ୟବହାର କଲେ ଚେହେରା ସୁନ୍ଦର ହୋଇ ନଥାଏ। ବିଭିନ୍ନ ପ୍ରକାର ବ୍ୟାୟାମ ମଧ୍ୟ ଆବଶ୍ୟକ। ଏପରି କିଛି ଶାରୀରିକ ବ୍ୟାୟାମ ରହିଛି ଯାହା ଦ୍ୱାରା ଆପଣଙ୍କ ମୁଖ ମଣ୍ଡଳ ପ୍ରାକୃତିକ ଉପାୟରେ ଚମକି ଉଠିବ ଓ ଆପଣ ଆହୁରି ସୁନ୍ଦର ଦିଶିବେ। […]

face

face

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 07:36 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତ୍ୟେକ ମହିଳା ସୁନ୍ଦର ଓ ଆକର୍ଶଣୀୟ ଦିଶିବାକୁ ଚାହାଁନ୍ତି। ଏଥିପାଇଁ ସେମାନେ କେତେକ କ'ଣ ଉପାୟ ଆପଣାଇବା ସହିତ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। କିନ୍ତୁ କେବଳ ପ୍ରସାଧନ ସାମଗ୍ରୀ ବ୍ୟବହାର କଲେ ଚେହେରା ସୁନ୍ଦର ହୋଇ ନଥାଏ। ବିଭିନ୍ନ ପ୍ରକାର ବ୍ୟାୟାମ ମଧ୍ୟ ଆବଶ୍ୟକ। ଏପରି କିଛି ଶାରୀରିକ ବ୍ୟାୟାମ ରହିଛି ଯାହା ଦ୍ୱାରା ଆପଣଙ୍କ ମୁଖ ମଣ୍ଡଳ ପ୍ରାକୃତିକ ଉପାୟରେ ଚମକି ଉଠିବ ଓ ଆପଣ ଆହୁରି ସୁନ୍ଦର ଦିଶିବେ। ଆଉ ଆପଣଙ୍କୁ ଅଯଥା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କ'ଣ କରିବାକୁ ହେବ।

ଅନେକ ପୁରୁଷ ଓ ମହିଳାଙ୍କ ଗାଲ ଭିତରକୁ ପଶି ଯାଇଥାଏ। ଏଥିପାଇଁ ସାଙ୍ଗମାନେ ଟାକୁଆ ଗାଲ କହି ଚିଡ଼ାନ୍ତି। ଯଦି ଆପଣଙ୍କର ଏପରି ହୋଇଛି ଚିନ୍ତା କରନ୍ତୁ ନାହିଁ। ଆପଣ ନିୟମିତ ବ୍ୟବଧାନରେ ବେଲୁନ ଫୁଙ୍କନ୍ତୁ। କଥାଟା ଶୁଣି ଅଜବ ଲାଗୁଥିବ। କିନ୍ତୁ ଚେହେରା ପାଇଁ ଏକ ଉତ୍ତମ ବ୍ୟାୟାମ ହୋଇଥାଏ। ନିଜ ମୁହଁରେ ପବନ ଭରି ବାମପଟ ଓ ଡାହାଣ ପଟରେ ଚାରି ପାଞ୍ଚଥର ବୁଲାନ୍ତୁ। ଏହାପରେ ପବନ କାଢ଼ି ଦିଅନ୍ତୁ।

ସେହିପରି ବୟସ ବଢ଼ିବା ମାତ୍ର ଚେହେରାରେ କୁଞ୍ଚନ ସୃଷ୍ଟି ହୋଇଥାଏ। ଏଥିପାଇଁ ମଧ୍ୟ ଦୁଇଟି ଭଲ ବ୍ୟାୟାମ ରହିଛି। ଗୋଟିଏ ହେଲା ନିଜର ଆଖିର ଭ୍ରୁଲତାକୁ ଯେତେ ସମ୍ଭବ ଉପରକୁ ଉଠାନ୍ତୁ ଓ ଆଙ୍ଗୁଳିରେ ଭ୍ରୁଲତାକୁ ମସାଜ କରନ୍ତୁ। ଏଥିରେ ଚେହେରାରେ ଆସିଥିବା କୁଞ୍ଚନ ଧୀର ଧୀରେ କମିଯାଏ। ଆନ୍ୟଟି ହେଲା ଲାୟନ ଫେସ୍‌ ବ୍ୟାୟାମ। ଏଥିପାଇଁ ଧୀରେ ଧୀରେ ପ୍ରଶ୍ୱାସ ଅଟକାଇ ଯଥା ସମ୍ଭବ ଜିଭକୁ ବାହାର କରନ୍ତୁ ଓ ଆଖିକୁ ସମ୍ପୂର୍ଣ୍ଣ ଖୋଲା ରଖନ୍ତୁ। ଏହି ମୁଦ୍ରାରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ରହୁନ୍ତୁ। ଏଥିରେ ଚେହେରାରେ ରକ୍ତ ପ୍ରବାହ ବଢ଼ିଥାଏ ଓ ଚେହେରା ଫିଟ୍‌ ରହିଥାଏ।

ଆଖିରେ କଳା ଦାଗ ଦୂରେଇ ଦେବାକୁ ମଧ୍ୟ ଭଲ ବ୍ୟାୟାମ ରହିଛି। ଏଥିପାଇଁ ଉପରକୁ ଅନାଇ ଗୋଟିଏ ସ୍ଥାନରେ ଧ୍ୟାନ କେନ୍ଦ୍ରିଭୁତ କରନ୍ତୁ। ଯେତେଦୂର ସମ୍ଭବ ଏପରି ମୁଦ୍ରାରେ ରୁହନ୍ତୁ। ଏପରି କରିବା ଦ୍ୱାରା ଆଖିର ଆଖ ପାଖରେ ରକ୍ତ ପ୍ରବାହ ହୋଇଥାଏ। ଏଥିରେ କଳା ଦାଗ ଭଲ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story