୨ଜଣ ପୋଡ଼ି ହୋଇ ଏବଂ ୨ଜଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି

ଭୁବନେଶ୍ୱର: ପାଲ୍ ହାଇଟସ ମାଲିକଙ୍କ ଘରେ ଫାୟାର ଟ୍ରାଜେଡି ଘଟଣାର ୫ଜଣଙ୍କ ମୃତକଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୫ ଜଣଙ୍କ ମଧ୍ୟରୁ ୨ଜଣ ନିଆଁରେ ପୋଡ଼ିହୋଇ ଏବଂ ୨ଜଣ ଶ୍ୱାସରୁଦ୍ଧ ହୋଇ ମରିଛନ୍ତି। ଅନ୍ୟ ଜଣଙ୍କ ଉଭୟ ନିଆଁ ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମରୁ ଜଣାପଡ଼ିଛି। ପଲ୍ ହାଇଟ୍ସ ମାଲିକ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସତପାଲ ସିଂହଙ୍କ ଘରେ କିଭଳି ଏହି ଭୟାବହ ଅଗ୍ନିକାଣ୍ଡ ଘଟିଲା, ସେନେଇ […]

DGnn

DGnn

Rakesh Mallick
  • Published: Friday, 04 August 2017
  • Updated: 04 August 2017, 12:59 PM IST

Sports

Latest News

ଭୁବନେଶ୍ୱର: ପାଲ୍ ହାଇଟସ ମାଲିକଙ୍କ ଘରେ ଫାୟାର ଟ୍ରାଜେଡି ଘଟଣାର ୫ଜଣଙ୍କ ମୃତକଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୫ ଜଣଙ୍କ ମଧ୍ୟରୁ ୨ଜଣ ନିଆଁରେ ପୋଡ଼ିହୋଇ ଏବଂ ୨ଜଣ ଶ୍ୱାସରୁଦ୍ଧ ହୋଇ ମରିଛନ୍ତି। ଅନ୍ୟ ଜଣଙ୍କ ଉଭୟ ନିଆଁ ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମରୁ ଜଣାପଡ଼ିଛି।

ପଲ୍ ହାଇଟ୍ସ ମାଲିକ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସତପାଲ ସିଂହଙ୍କ ଘରେ କିଭଳି ଏହି ଭୟାବହ ଅଗ୍ନିକାଣ୍ଡ ଘଟିଲା, ସେନେଇ ପୋଲିସ୍ ଫୋରେନସିକ୍ ଟିମ୍ ଓ ଅଗ୍ନିଶମ ବିଭାଗ ତଦନ୍ତ କରୁଛି। ଏତେ ବଡ଼ ଅଗ୍ନିକାଣ୍ଡ ସତ୍ତ୍ୱେ ପ୍ରଥମ ମହଲାରେ ରହୁଥିବା ସତପାଲଙ୍କ ବଡ଼ ପୁଅଙ୍କ ପରିବାର ଓ ତଳ ଘରେ ଶୋଇଥିବା ନିଜେ ସତପାଲ ସିଂ ନିଆଁ କି ଧୂଆଁର ସୁରାଗ୍ ପାଇଲେନି କେମିତି ? ନିଆଁ ଲାଗିଥିବା ଜାଣି ସତପାଲଙ୍କ ବଡ଼ନାତି ପ୍ରଥମ ମହଲାରୁ ସୁଇମିଂ ପୁଲକୁ ଡେଇଁ ପଡ଼ିଥିବା କୁହାଯାଉଛି।

ତେବେ ସେ କିମ୍ବା ପରିବାର ଲୋକେ ଦମକଳ ବାହିନୀ କି ପୋଲିସକୁ ଫୋନ୍ କରି ନ ଥିଲେ କାହିଁକି ? ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ବି ନିଆଁ ଲାଗିଥିବା ଜାଣିପାରିଲେନି କେମିତି ? ଏସବୁର କାରଣ ଜାଣିବାକୁ ପୋଲିସ ଛାନଭିନ୍ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story