ଆଠଗଡ଼ ଚାଇଁପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ: ୮୦ ଘର ପାଉଁଶ, ୨ ମୃତ  

fire-in-athagard

fire-in-athagard-2ଆଠଗଡ: କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ୍‌ ଅନ୍ତର୍ଗତ ଚାଇଁପୁର ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡରେ ୮୦ରୁ ଅଧିକ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ଅପରାହ୍ଣରେ ହଠାତ୍‌ ଗାଁରେ ନିଆଁ ଲାଗିଯାଇଥିଲା। ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପି ୮୦ରୁ ଅଧିକ ବଖରା ଘର ପୋଡି ଯାଇଥିଲା। ଖବର ପାଇ ଦମକଳ ବାହୀନି ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Previous ArticleNext Article

Send this to a friend