ଆପଣଙ୍କ ପ୍ରେମିକାର ନାଁ ଏହି ୪ଟି ଅକ୍ଷରରୁ ଆରମ୍ଭ ହେଉଛି କି? ତେବେ ଜାଣନ୍ତୁ ସେମାନେ କେମିତି ସ୍ୱଭାବର

ଆମେ ସମସ୍ତେ ଜାଣନ୍ତି, ପ୍ରେମ ହେଉଛି ଅନ୍ଧ। କେହି ନିଜ ଇଚ୍ଛାରେ ପ୍ରେମ କରେ ନାହିଁ, ବରଂ ପ୍ରେମ ଆପେଆପେ ହୋଇଯାଏ। ଆଜିକାଲି ଯୁବପୀଢ଼ି ପ୍ରେମକୁ ଏକ ସାଧାରଣ ଘଟଣା ଭାବେ ଗ୍ରହଣ କଲେଣି। ଯଦିଓ ପ୍ରେମରେ ପଡ଼ିଲାବେଳେ ଭଲ ମନ୍ଦ ବାଛିବାର ଉପାୟ ନଥାଏ, ତଥାପି ବିଶେଷଜ୍ଞମାନେ ଏ ବାବଦରେ କିଛି ନିର୍ଦ୍ଦିଷ୍ଟ ଚାରିତ୍ରିକ ତଥ୍ୟ ଖୋଜି ପାଇଛନ୍ତି। କିଛି ବିଶେଷଜ୍ଞଙ୍କ କହିବା କଥା, ଝିଅ ବା ପୁଅଙ୍କ ନାଁର ଅକ୍ଷର ମଧ୍ୟ ଚରିତ୍ର ବାବଦରେ […]

tavre

tavre

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 01:45 PM IST

Sports

Latest News

ଆମେ ସମସ୍ତେ ଜାଣନ୍ତି, ପ୍ରେମ ହେଉଛି ଅନ୍ଧ। କେହି ନିଜ ଇଚ୍ଛାରେ ପ୍ରେମ କରେ ନାହିଁ, ବରଂ ପ୍ରେମ ଆପେଆପେ ହୋଇଯାଏ। ଆଜିକାଲି ଯୁବପୀଢ଼ି ପ୍ରେମକୁ ଏକ ସାଧାରଣ ଘଟଣା ଭାବେ ଗ୍ରହଣ କଲେଣି। ଯଦିଓ ପ୍ରେମରେ ପଡ଼ିଲାବେଳେ ଭଲ ମନ୍ଦ ବାଛିବାର ଉପାୟ ନଥାଏ, ତଥାପି ବିଶେଷଜ୍ଞମାନେ ଏ ବାବଦରେ କିଛି ନିର୍ଦ୍ଦିଷ୍ଟ ଚାରିତ୍ରିକ ତଥ୍ୟ ଖୋଜି ପାଇଛନ୍ତି। କିଛି ବିଶେଷଜ୍ଞଙ୍କ କହିବା କଥା, ଝିଅ ବା ପୁଅଙ୍କ ନାଁର ଅକ୍ଷର ମଧ୍ୟ ଚରିତ୍ର ବାବଦରେ ସୂଚନା ଦେଇଥାଏ। ଏହି କ୍ରମରେ ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷର B,H,L,ଓ Pରୁ ଯେଉଁ ଝିଅଙ୍କ ନାଁ ଆରମ୍ଭ ହୋଇଥାଏ, ଏମାନେ ସ୍ୱଭାବରେ କେମିତି ହୋଇଥାନ୍ତି।

 ‘B’- ଯେଉଁ ଝିଅଙ୍କର ନାମର ପ୍ରଥମ ଅକ୍ଷର  ‘B’ ରୁ ଆରମ୍ଭ ହୋଇଥାଏ, ସେମାନେ ଖୋଲା ଦୃଦୟର ହୋଇଥାନ୍ତି। ଏମାନଙ୍କର  ସ୍ୱଭାବ ହେଉଛି, ଜଣଙ୍କ ଉପରେ ଥିବା ରାଗକୁ ଅନ୍ୟ ଜଣଙ୍କ ଉପରେ ଛାଡ଼ିବା। ଏମାନେ ସ୍ୱଚ୍ଛ ହୃଦୟର ହୋଇଥିଲେ ହେଁ, ରାଗ ଉପରେ ଏମାନଙ୍କ ନିୟନ୍ତ୍ରଣ ନ ଥାଏ।

‘H’- ନାମର ପ୍ରଥମ ଅକ୍ଷର ଯେଉଁ ଝିଅଙ୍କ ନାଁ ‘H’ ରୁ ଆରମ୍ଭ ହୋଇଥାଏ, ସେମାନଙ୍କର ରାଗ ସବୁବେଳେ  ନାକ ଉପରେ ରହିଥାଏ। ଟିକିଏ ଟିକିଏ କଥାରେ ସେମାନେ ରାଗି ଯାଆନ୍ତି। ପ୍ରେମ ମାମଲାରେ ଏମାନେ କାହାଠାରୁ କମ୍‌ ନୁହଁନ୍ତି। ଏମାନେ ଯେତିକି ରାଗୀ ହୋଇଥାନ୍ତି, ସେତିକି ଭଲ ମଧ୍ୟ ପାଇଥାନ୍ତି।

’L’-  ଏମାନେ ଖୋଲା ହୃଦୟର ହୋଇଥିଲେ ମଧ୍ୟ ରାଗ ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ। ଏପରିକି ଏମାନେ ରାଗିଗଲେ ନିଜର ମଧ୍ୟ ସେ କ୍ଷତି କରିବାକୁ ପଛାନ୍ତି ନାହିଁ।

‘P’- ଏମାନେ  ଅଧିକ ରାଗି ହୋଇଥିଲେ ମଧ୍ୟ  ସମସ୍ତଙ୍କର  ଯତ୍ନ ନିଅନ୍ତି। ମନ ଭିତରେ କୌଣସି କଥା ଏମାନେ ଲୁଚାଇ ରଖି ପାରନ୍ତି ନାହିଁ। ଯାହା ଫଳରେ  ଏମାନେ ଶୀଘ୍ର ରାଗି ଯାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story