ପୋଲିସ୍‌ ଅଫିସରରୁ ପ୍ରିୟ ଗଣିତ ସାର୍‌

ଗୌହ୍ୱାଟି: ମହତ ଉଦ୍ଦେଶ୍ୟ ସମ୍ପର୍ଣ୍ଣ ବ୍ୟକ୍ତିଙ୍କର ପ୍ରତ୍ୟେକ କାର୍ଯ୍ୟରେ ମହତ୍ତ୍ୱକାଂକ୍ଷୀ ଭାବନା ଲୁଚି ରହିଥାଏ। ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ସାମିଲ କରିବାକୁ ସେମାନେ କେବେ କୁଣ୍ଠାବୋଧ କରି ନ ଥାନ୍ତି। ଏପରି କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସେମାନେ ସବୁବେଳେ ପସନ୍ଦ କରିଥାନ୍ତି। ଆଜି ସେହିଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ ଆମେ କହିବାକୁ ଯାଉଛୁ, ଯାହାଙ୍କୁ ସମସ୍ତେ ଶ୍ରଦ୍ଧାରେ ଗଣିତ ସାର ବୋଲି ସମ୍ବୋଧିତ କରିଥାନ୍ତି। ସେ ପୋଲିସ ଚାକିରିରୁ ଅବସର ନେବା ପରେ ଘରେ […]

math teacger

math teacger

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 10:33 PM IST

Sports

Latest News

ଗୌହ୍ୱାଟି: ମହତ ଉଦ୍ଦେଶ୍ୟ ସମ୍ପର୍ଣ୍ଣ ବ୍ୟକ୍ତିଙ୍କର ପ୍ରତ୍ୟେକ କାର୍ଯ୍ୟରେ ମହତ୍ତ୍ୱକାଂକ୍ଷୀ ଭାବନା ଲୁଚି ରହିଥାଏ। ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ସାମିଲ କରିବାକୁ ସେମାନେ କେବେ କୁଣ୍ଠାବୋଧ କରି ନ ଥାନ୍ତି। ଏପରି କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସେମାନେ ସବୁବେଳେ ପସନ୍ଦ କରିଥାନ୍ତି। ଆଜି ସେହିଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ ଆମେ କହିବାକୁ ଯାଉଛୁ, ଯାହାଙ୍କୁ ସମସ୍ତେ ଶ୍ରଦ୍ଧାରେ ଗଣିତ ସାର ବୋଲି ସମ୍ବୋଧିତ କରିଥାନ୍ତି। ସେ ପୋଲିସ ଚାକିରିରୁ ଅବସର ନେବା ପରେ ଘରେ ନ ବସି କଲେଜ ପିଲାଙ୍କୁ ଗଣିତ ପଢ଼ାଉଛନ୍ତି। ଏଥିପାଇଁ ସେ ଆଜି ପିଲାଙ୍କ ପ୍ରିୟ ଗଣିତ ସାର ହୋଇପାରିଛନ୍ତି।

ଆମେ କହୁଛୁ ଆସାମର ଭାରଲମୁଖରେ ଥିବା ସୋନାରାମ ସ୍କୁଲର ଗଣିତ ଶିକ୍ଷକ ମୁକେଶ ଶାହାଏଙ୍କ କଥା। ମୁକେଶ ଦିନେ ଆସାମ ପୋଲିସରେ ଡିଜିପି ଥିଲେ। ଅବସର ନେବା ଦିନ ସେ ସୋନାରାମ ସ୍କୁଲର ଅଧ୍ୟକ୍ଷଙ୍କୁ ଭେଟି ଶିକ୍ଷକତା କରିବାକୁ ନିଜର ଇଚ୍ଛା ପ୍ରକାଶ କରିଥିଲେ। ଯାହାକୁ ସ୍କୁଲ କର୍ତ୍ତୃପକ୍ଷ ଗ୍ରହଣ କରିବା ସହ ତାଙ୍କୁ ଗଣିତ ପଢ଼ାଇବାକୁ ଅନୁମତି ଦେଇଥିଲେ।

ଗତ ଦୁଇବର୍ଷ ହେବ ମୁକେଶ ସ୍କୁଲରେ ଗଣିତ ପଢ଼ାଉଛନ୍ତି। ମୁକେଶ ଏଠାରେ ପାଠ ପଢ଼ାଇବା ସ୍କୁଲ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଛି। କାରଣ ସ୍କୁଲରେ ଗଣିତ ଶିକ୍ଷକ ନ ଥିଲେ ଓ ପିଲାମାନଙ୍କୁ ଏହି ବିଷୟରେ ପଢ଼ାଇବା ଅନ୍ୟ ଶିକ୍ଷକଙ୍କ ପ୍ରତି ବହୁତ କଷ୍ଟ ହେଉଥିଲା। ଏବେ ସେ ଯୁକ୍ତଦୁଇ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଉଛନ୍ତି।

ପିଲାଦିନୁ ଥିଲା ଦୁର୍ବଳତା

ପିଲା ଦିନରୁ ଶିକ୍ଷକତା ପ୍ରତି ମୁକେଶଙ୍କର ଦୁର୍ବଳତା ଥିଲା। ହେଲେ ପୋଲିସ୍‌ ଚାକିରି କରିବା ପରେ ତାଙ୍କର ଏହି ଆଶା, ଆଶାରେ ରହି ଯାଇଥିଲା। ଯାହାକୁ ପୂରଣ କରିବାକୁ ସେ ଅବସର ପରେ ଚେଷ୍ଟା କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ। ଏକଥା ସେ ନିଜେ ଗଣମାଧ୍ୟମରେ କହିଛନ୍ତି।

ପ୍ରିୟ ଗଣିତ ସାର

ସ୍କୁଲରେ ପଢ଼ୁଥିବା ୮୦ ପ୍ରତିଶତ ପିଲା ଆର୍ଥିକ ଅନଗ୍ରସର। ସେମାନଙ୍କ ପକ୍ଷେ ଟ୍ୟୁସନ ନେଇ ପାଠ ପଢ଼ିବା ସମ୍ଭବ ନୁହେଁ। ଅନ୍ୟପକ୍ଷେ ସ୍କୁଲରେ ଗଣିତ ଶିକ୍ଷକ ନ ଥିଲେ। ଏଥିରୁ ଅନୁମାନ ଲଗାଇ ପାରୁଥିବେ ପିଲାମାନେ ଏହି ବିଷୟକୁ କେମିତି ପଢ଼ୁଥିବେ। ହେଲେ ମୁକେଶ ଶିକ୍ଷକତା କରିବା ପରେ ଏହି ସମସ୍ୟା ଦୂର ହୋଇଯାଇଥିଲା। ଅତି ସହଜରେ ସେ ପିଲାମାନଙ୍କୁ ଗଣିତ ବୁଝାଇ ପାରୁଥିଲେ। ଏଥିପାଇଁ ସେ ସବୁ ପିଲାଙ୍କ ପ୍ରିୟ ଗଣିତ ସାର ହୋଇପାରିଛନ୍ତି। ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ଏବେ ଜଣେ ଗଣିତ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ତଥାପି ମୁକେଶ ପିଲାମାନଙ୍କୁ ପଢ଼ାଇବାକୁ ଆସୁଛନ୍ତି। ପ୍ରତିଦିନ ସେ ଦୁଇଟି କ୍ଲାସ ନେଉଛନ୍ତି ବୋଲି ସ୍କୁଲ ଅଧ୍ୟକ୍ଷ ଦ୍ୱିଜେନ୍ଦ୍ର ନାଥ ବୋର୍ଥାଙ୍କୁର କହିଛନ୍ତି।

ଦେଶ ସେବା ପରେ ଶିକ୍ଷାଦାନ

୧୯୮୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ମୁକେଶ ଦୀର୍ଘ ୩୪ ବର୍ଷ ପୋଲିସ ବିଭାଗ ଓ ସିବିଆଇରେ ନିଜ ସେବା ପ୍ରଦାନ କରିଛନ୍ତି। ସେ ଫିଜିକ୍ସ, ଗଣିତ ଓ ଷ୍ଟାଟିଷ୍ଟିକ୍‌ରେ ପିଜି କରିଛନ୍ତି। ଏଥିସହିତ ଲ’ରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story