ବାସ୍ତୁ ଅନୁସାରେ ମା’ଙ୍କୁ ଦିଅନ୍ତୁ ଏସବୁ ଉପହାର, ଆତ୍ମୀୟତା ବଢିବ

ଭଗବାନଙ୍କ ଦ୍ୱିତୀୟ ରୂପ ହେଉଛି ମା’।  ସମସ୍ତଙ୍କ ଜୀବନରେ  ମା’ର ମହତ୍ତ୍ୱ ଓ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଅନେକ ସମୟରେ ଜୀବନର ବ୍ୟସ୍ତତା କାରଣରୁ ମା’ଙ୍କ ପାଇଁ ଆମେ ସମୟ ଦେଇପାରୁନାହିଁ। ତେବେ ବ୍ୟସ୍ତବହୁଳ ଜୀବନକୁ ବାଦ୍‌ଦେଇ ଏହି  ମଦର୍ସ ଡେ ବାହାନାରେ ରେ ମା’ଙ୍କୁ କିଛି ଉପହାର ଦେଇ ଖୁସିକରାନ୍ତୁ। ବାସ୍ତୁ ଅନୁସାରେ କେତୋଟି ଉପହାର ମାଙ୍କୁ ଦେବା ଶୁଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ସବୁ ଉପହାର ମାଙ୍କୁ ଦେଲେ ଆତ୍ମିୟତା ବଢିଥାଏ। ଫୁଲ: […]

mother-7

mother-7

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 09:00 AM IST

Sports

Latest News

ଭଗବାନଙ୍କ ଦ୍ୱିତୀୟ ରୂପ ହେଉଛି ମା’।  ସମସ୍ତଙ୍କ ଜୀବନରେ  ମା’ର ମହତ୍ତ୍ୱ ଓ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଅନେକ ସମୟରେ ଜୀବନର ବ୍ୟସ୍ତତା କାରଣରୁ ମା’ଙ୍କ ପାଇଁ ଆମେ ସମୟ ଦେଇପାରୁନାହିଁ। ତେବେ ବ୍ୟସ୍ତବହୁଳ ଜୀବନକୁ ବାଦ୍‌ଦେଇ ଏହି  ମଦର୍ସ ଡେ ବାହାନାରେ ରେ ମା’ଙ୍କୁ କିଛି ଉପହାର ଦେଇ ଖୁସିକରାନ୍ତୁ। ବାସ୍ତୁ ଅନୁସାରେ କେତୋଟି ଉପହାର ମାଙ୍କୁ ଦେବା ଶୁଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ସବୁ ଉପହାର ମାଙ୍କୁ ଦେଲେ ଆତ୍ମିୟତା ବଢିଥାଏ।

ଫୁଲ: ଫୁଲ ହେଉଛି ସୌନ୍ଦର୍ଯ୍ୟର ପ୍ରତୀକ। ବାସ୍ତୁ ଅନୁସାରେ ଫୁଲ ଉପହାର ଦେବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଏହି ମଦର୍ସ ଦେରେ ମାଙ୍କୁ ଫୁଲ ବା ଫୁଲତୋଡା ଦେଇ ମନ ଖୁସି କରାଇପାରିବେ।

କପଡା: ବାସ୍ତୁ ଅନୁସାରେ କପଡା ଉପହାର ଦେବା ଭଲ। ମାଙ୍କ ପସନ୍ଦ ଅନୁସାରେ ସାଢି ଦେଇପାରିବେ। ମା ଖୁସି ହୋଇଯିବେ।

ଫଟୋ ଫ୍ରେମ୍‌: ମାଙ୍କ ଛୋଟ ବେଳରୁ ଏପର୍ଯ୍ୟନ୍ତ ଫଟୋକୁ ଏକାଠି କରି ଏକ ଫଟୋଫ୍ରେମ୍‌ ଉପହାର ଦିଅନ୍ତୁ। ଆପଣଙ୍କ ଏହି ଉପହାରରେ ମା ଖୁସି ହୋଇଯିବେ।

ଚାନ୍ଦି: ଚାନ୍ଦି ଉପହାର ଦେବା ବାସ୍ତୁ ଅନୁଯାୟୀ ଶୁଭ। ଆପଣ ଚାନ୍ଦି ମୁଦି ଅବା ଚେନ୍‌ ଗିଫ୍ଟ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story