ରାମଙ୍କ ଆଗରୁ ରାବଣଙ୍କୁ ଜାଳିଦେଲା ଜିଏସଟି!

ନୂଆଦିଲ୍ଲୀ: ଦଶହରା ଅବସରରେ ସବୁଠୁ ମୁଖ୍ୟ ଆକର୍ଷଣ ହେଉଛି ରାବଣପୋଡ଼ି। ବିଜୟଦଶମୀ ଦିନ ଏହି ରାବଣପୋଡ଼ି ଅନୁଷ୍ଟିତ ହୋଇଥାଏ। ଏବେ କେହି କେହି ଏହାକୁ ଭିନ୍ନ ଭିନ୍ନ  ଦିନରେ ପାଳୁଛନ୍ତି।  ପ୍ରାୟତଃ ଦେଶର ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡ଼ି  ଆୟୋଜିତ ହୋଇଥାଏ।  ଆତ୍‌ସବାଜି ସାଙ୍ଗକୁ ବିଦ୍ୟୁତ୍‌ ଅଲୋକର ଚମତ୍କାର ଖେଳ ଏହି ରାବଣପୋଡ଼ି ଉତ୍ସବରେ  ଦେଖିବାକୁ ମିଳିଥାଏ। ଉଭୟ ରାମ ରାବଣ ପ୍ରତୀକାତ୍ମକ ପ୍ରତିମୂର୍ତ୍ତି କରାଯାଇଥାଏ। ସେଥିରେ ରାବଣକୁ ରାମ ପୋଡ଼ୁଥିବାର ଦୃଶ୍ୟ  ଖୁବ୍‌ ଚମତ୍କାର […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 02:16 PM IST

ନୂଆଦିଲ୍ଲୀ: ଦଶହରା ଅବସରରେ ସବୁଠୁ ମୁଖ୍ୟ ଆକର୍ଷଣ ହେଉଛି ରାବଣପୋଡ଼ି। ବିଜୟଦଶମୀ ଦିନ ଏହି ରାବଣପୋଡ଼ି ଅନୁଷ୍ଟିତ ହୋଇଥାଏ। ଏବେ କେହି କେହି ଏହାକୁ ଭିନ୍ନ ଭିନ୍ନ  ଦିନରେ ପାଳୁଛନ୍ତି।  ପ୍ରାୟତଃ ଦେଶର ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡ଼ି  ଆୟୋଜିତ ହୋଇଥାଏ।  ଆତ୍‌ସବାଜି ସାଙ୍ଗକୁ ବିଦ୍ୟୁତ୍‌ ଅଲୋକର ଚମତ୍କାର ଖେଳ ଏହି ରାବଣପୋଡ଼ି ଉତ୍ସବରେ  ଦେଖିବାକୁ ମିଳିଥାଏ। ଉଭୟ ରାମ ରାବଣ ପ୍ରତୀକାତ୍ମକ ପ୍ରତିମୂର୍ତ୍ତି କରାଯାଇଥାଏ। ସେଥିରେ ରାବଣକୁ ରାମ ପୋଡ଼ୁଥିବାର ଦୃଶ୍ୟ  ଖୁବ୍‌ ଚମତ୍କାର ଢଙ୍ଗରେ ପ୍ରଦର୍ଶନ କରାଯାଇଥାଏ।

ହେଲେ ଏହି କାର୍ଯ୍ୟକ୍ରମ ଏଥର ମହଙ୍ଗା ହେବ ବୋଲି କୁହାଯାଉଛି।  କାରଣ ଏଥର ଜିଏସଟି(ଦ୍ରବ୍ୟ ଏବଂ ସେବା କର) ମାଡ଼ରେ  ପ୍ରତିମୂର୍ତ୍ତି ତିଆରି ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲର ଦର ଆକାଶଛୁଆଁ ହୋଇଯାଇଛି। ଜୁଲାଇ ୧ରୁ ଜିଏସ୍‌ଟି ଲାଗୁ ହୋଇଥିବା ବେଳେ ଚଳିତ ଥର ରାବଣଙ୍କ ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦର ମଧ୍ୟ ବଢ଼ିଯାଇଛି।  ଦିଲ୍ଲୀର ରାବଣପୋଡ଼ି ଏକ ପ୍ରମୁଖ ଉତ୍ସବ।

ରାବଣପୋଡ଼ି ପାଇଁ ଦିଲ୍ଲୀର ତତାରପୁର ପ୍ରସିଦ୍ଧ। ଏଠାରେ ୧୯୭୩ ମସିହାରୁ ରାବଣପୋଡ଼ି ଅନୁଷ୍ଟିତ ହୋଇ ଆସୁଛି। ସେହିପରି ୟୁପିର ମଧ୍ୟ କେତେକ ସ୍ଥାନରେ ରାମଲୀଳା କମିଟି ପକ୍ଷରୁ ରାବଣପୋଡ଼ି ହୋଇଥାଏ। କିନ୍ତୁ ଏଥର ଉତ୍ସବ ଫିକା ପଡ଼ିବ ବୋଲି କୁହାଯାଉଛି। କାରଣ  ରାବଣପୋଡ଼ି ପାଇଁ ଆବଶ୍ୟକ ହେଉତିବା କଞ୍ଚାମାଲର ଦର ବଢିଯାଇଛି। ଏଥର ୨୦ଟି ବାଉଁଶର ଦର ୧୦୦୦ରୁ ୧୨୦୦ ଟଙ୍କା ରହିଛି। ଗତ ବର୍ଷ ଏହାର ମୂଲ୍ୟ ୭୦୦ରୁ ୮୦୦ ଟଙ୍କା ମଧ୍ୟରେ ସୀମିତ ଥିଲା।

ସେହିପରି ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ଦର ବଢିଯାଇଛି। ରାବଣଙ୍କ କୁଶପୁତ୍ତଳିକାର ଦର ୩୦୦ରୁ ୩୫୦ ଟଙ୍କା ହୋଇଯାଇଛି। ପୂର୍ବ ବର୍ଷ ଏହା ୨୫୦ ଟଙ୍କାରେ ହୋଇଯାଉଥିଲା। କେତେକ ସ୍ଥାନରେ ରାବଣଙ୍କ କୁଶପୁତ୍ତଳିକା ଉଚ୍ଚତା ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବବର୍ଷ ଯେଉଁ ବାଣ ଉପରେ ୧୪.୫ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା ଏଥର  ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଛି। ଫଳରେ ଉତ୍ସବର ବଜେଟ ବ୍ୟୟବହୁଳ ହୋଇଯାଇଛି। ଆଉ ଆୟୋଜକଙ୍କ ମଧ୍ୟରେ ଉତ୍ସାହ କମିଯାଇଛି।  ତେଣୁ ଏଥର ରାବଣ ଦହନ ରାମଙ୍କ ଆଗରୁ ଜିଏସଟି କରିଦେଲା ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story