ଇସ୍ତଫା ଦେଲେ ପିସିସି ପ୍ରଭାରୀ ବିକେ ହରିପ୍ରସାଦ

ଭୁବନେଶ୍ବର: ଶେଷରେ ଇସ୍ତଫା ଦେଲେ ଓଡ଼ିଶା ପିସିସି ପ୍ରଭାରୀ ବିକେ ହରିପ୍ରସାଦ। ସେ ଉଭୟ ପ୍ରଭାରୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି। ଏଆଇସିସି ମିଡିଆ ପ୍ୟାନେଲିଷ୍ଟ ବ୍ରିଜେଶ କଲାପା ଏହି ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ନ ଥିବାରୁ ହରିପ୍ରସାଦ ଇସ୍ତଫା ଦେଇଛନ୍ତି।  ସେହିପରି ଦଳକୁ ମଜଭୁତ କରିବା ଏବଂ ଏଆଇସିସି ସଙ୍ଗଠନରେ ଅଦଳବଦଳ […]

hariprasad

hariprasad

Rakesh Mallick
  • Published: Monday, 13 March 2017
  • Updated: 13 March 2017, 10:03 PM IST

Sports

Latest News

ଭୁବନେଶ୍ବର: ଶେଷରେ ଇସ୍ତଫା ଦେଲେ ଓଡ଼ିଶା ପିସିସି ପ୍ରଭାରୀ ବିକେ ହରିପ୍ରସାଦ। ସେ ଉଭୟ ପ୍ରଭାରୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି। ଏଆଇସିସି ମିଡିଆ ପ୍ୟାନେଲିଷ୍ଟ ବ୍ରିଜେଶ କଲାପା ଏହି ସୂଚନା ଦେଇଛନ୍ତି।

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ନ ଥିବାରୁ ହରିପ୍ରସାଦ ଇସ୍ତଫା ଦେଇଛନ୍ତି।  ସେହିପରି ଦଳକୁ ମଜଭୁତ କରିବା ଏବଂ ଏଆଇସିସି ସଙ୍ଗଠନରେ ଅଦଳବଦଳ ସହଜ କରିବା ଉଦେଶ୍ୟରେ ହରିପ୍ରସାଦ ଏଭଳି ପଦେକ୍ଷପ ନେଇ ଥିବା କୁହାଯାଇଛି। ସୂଚନା ଅନୁଯାୟୀ, ହରିପ୍ରସାଦକୁଙ୍କୁ ନେଇ କଂଗ୍ରସରେ ବିବାଦ ବଢି ଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ଲୁଲୁ ମାହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କୁ ଉଚିତ ସମ୍ମାନ ଦିଆଯାଇ ନ ଥିବା ଲୁଲୁ ସେନା ଅଭିଯୋଗ ଆଣିଥିଲା। ଏହାକୁ ନେଇ ଏକ ମିଟିଂରେ ଲୁଲୁ ସେନାର ଗୋଷ୍ଠୀ ହରିପ୍ରସାଦକୁଙ୍କୁ ଟଣାଓଟରା କରିବା ସହ ପେଲାଠେଲା କରିଥିଲେ।

ପଞ୍ଚାୟତ ନିର୍ବାଚନରେ ଦଳକୁ ଶୋଚନୀୟ ଫଳାଫଲ ମିଳିଥିଲା। ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ଚଳିତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଛି। ଯାହା ହରିପ୍ରସାଦଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story