ସି-ସୋର ଚିଟଫଣ୍ଡ ଠକେଇ: ମଧ୍ୟସ୍ଥି ଶୁଭଙ୍କର ନାୟକଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ

କଟକ: ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ମଧ୍ୟସ୍ଥି ସାଜିଥିବା ଶୁଭଙ୍କର ନାୟକଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ତା’ସହ ୫ ଲକ୍ଷର ସମ୍ପତ୍ତି କିମ୍ବା ୫ ଲକ୍ଷ ଟଙ୍କା ଜମା ଦେବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।

Orissa-High

Orissa-High

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 11:51 AM IST

କଟକ: ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ମଧ୍ୟସ୍ଥି ସାଜିଥିବା ଶୁଭଙ୍କର ନାୟକଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ତା’ସହ ୫ ଲକ୍ଷର ସମ୍ପତ୍ତି କିମ୍ବା ୫ ଲକ୍ଷ ଟଙ୍କା ଜମା ଦେବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos