ମହିମା ମିଶ୍ରଙ୍କ ଅଡ଼ୁଆ ବଢ଼ିଲା, ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ

କଟକ: ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍  ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ବଢ଼ିଲା ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ। ଆଜି ହାଇକୋର୍ଟ ତାଙ୍କୁ  ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଛନ୍ତି। ତା’ସହ ତାଙ୍କର ସହଯୋଗୀଙ୍କୁ ବି ଅନ୍ତରୀଣ ସୁରକ୍ଷା ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାରେ କେସ୍ ଡାଏରୀ ଦାଖଲ କରିବାକୁ କୋର୍ଟ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଶୀତକାଳିନ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ମହିମାଙ୍କ […]

mahima

mahima

Rakesh Mallick
  • Published: Saturday, 03 December 2016
  • Updated: 03 December 2016, 11:02 PM IST

mahimaକଟକ: ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍  ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ବଢ଼ିଲା ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ। ଆଜି ହାଇକୋର୍ଟ ତାଙ୍କୁ  ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଛନ୍ତି। ତା’ସହ ତାଙ୍କର ସହଯୋଗୀଙ୍କୁ ବି ଅନ୍ତରୀଣ ସୁରକ୍ଷା ଦେବାକୁ କୋର୍ଟ ମନା କରି ଦେଇଛନ୍ତି।

ଏହି ମାମଲାରେ କେସ୍ ଡାଏରୀ ଦାଖଲ କରିବାକୁ କୋର୍ଟ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଶୀତକାଳିନ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଏହି ମାମଲାରେ ମହିମାଙ୍କ ସମେତ ୪ ଜଣ ଆଗୁଆ ଜାମିନ ଆବେଦନ କରିଥିଲେ।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ବାପି ସର୍ଖେଲ ବି ଅଛନ୍ତି। ରାକେଶ ଚୌବେର ବୟାନ ଆଧାରରେ ବାପି ସର୍ଖେଲଙ୍କୁ ଗିରଫ କରାଯାଇଛି।

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଗତ ୧ ତାରିଖରେ କଟକ ଦରଘାବଜାର ଥାନାରେ ତାଙ୍କର ଓ ତାଙ୍କ ବାପାଙ୍କ ବନ୍ଧୁକ, ଲାଇସେନ୍ସ ଏବଂ ୨୭ ରାଉଣ୍ଡ ଗୁଳି ଦାଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story