ହୋଲିର ରଙ୍ଗରେ ଭିଜିଲେ ସାନରୁ ବଡ଼

ଭୁବନେଶ୍ୱର: ଆଜି ଥିଲା ରଙ୍ଗର ପର୍ବ ହୋଲି। ବଡ଼ସାନ, ପୁଅଝିଅ, ଶତ୍ରୁମିତ୍ର ସମସ୍ତେ ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିଲେ। ଗାଁରୁ ସହର ହୋଲିରେ ଭିଜିଥିଲେ, ମଜିଥିଲେ ଓ ମସ୍ତି କରିଥିଲେ ସମସ୍ତେ। ରାସ୍ତାଘାଟଠାରୁ ଆରମ୍ଭ କରି ସବୁଠି ଦୃଶ୍ୟ ଥିଲା ରଙ୍ଗୀନ। ପରସ୍ପରକୁ ଟେକେ ଅବିର ବୋଳି ଦେଇ କିମ୍ବା ପିଚକାରୀଚ ରଙ୍ଗ ଟିକେ ଛାଟି ସମସ୍ତେ ସମ୍ପର୍କରେ ବୋଳି ଦେଇଥିଲେ ପ୍ରେମର ଆସ୍ତରଣ। ଏପରିକି ଘର ଘର ବୁଲି ହୋଲି ମନାଇଥିଲେ।

holi

holi

Rakesh Mallick
  • Published: Monday, 13 March 2017
  • Updated: 13 March 2017, 09:58 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story