ମୁହଁରୁ ଛଉ ଦାଗ ଦୂର କରିବାର ଘରୋଇ ଉପାୟ

ଅନେକ ଲୋକଙ୍କ ମୁହଁରେ ଧଳା ଧଳା ଦାଗ ହୋଇଥିବାର ଦେଖିବାକୁ ମିଳେ। ଏହି ଦାଗଗୁଡ଼ିକୁ ଅନେକ ଛଉ ବୋଲି ମଧ୍ୟ କୁହନ୍ତି। ଏଗୁଡ଼ିକ ଆମ ଚେହେରାକୁ ଅସୁନ୍ଦର କରି ଦେଇଥାଏ। ଠିକ୍‌ ସମୟରେ ଏହାର ଚିକିତ୍ସା ନ କଲେ ଏଗୁଡ଼ିକ ବଢ଼ିଯାଏ।  ଯଦି ଆପଣଙ୍କ ଚେହେରାରେ ବି ଏହି ଧଳା ଦାଗ ବା ଛଉ ହୋଇଛି, ତେବେ ଚିନ୍ତା କରନ୍ତୁ ନାହିଁ। ଆମ ପାଖରେ କିଛି ଏପରି ଟିପ୍ସ ଅଛି ଯାହା ଆପଣଙ୍କ ସମସ୍ୟାକୁ ଦୂର କରିଦେବ। […]

white-spots-on-face-444x333

white-spots-on-face-444x333

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 06:30 PM IST

ଅନେକ ଲୋକଙ୍କ ମୁହଁରେ ଧଳା ଧଳା ଦାଗ ହୋଇଥିବାର ଦେଖିବାକୁ ମିଳେ। ଏହି ଦାଗଗୁଡ଼ିକୁ ଅନେକ ଛଉ ବୋଲି ମଧ୍ୟ କୁହନ୍ତି। ଏଗୁଡ଼ିକ ଆମ ଚେହେରାକୁ ଅସୁନ୍ଦର କରି ଦେଇଥାଏ। ଠିକ୍‌ ସମୟରେ ଏହାର ଚିକିତ୍ସା ନ କଲେ ଏଗୁଡ଼ିକ ବଢ଼ିଯାଏ।  ଯଦି ଆପଣଙ୍କ ଚେହେରାରେ ବି ଏହି ଧଳା ଦାଗ ବା ଛଉ ହୋଇଛି, ତେବେ ଚିନ୍ତା କରନ୍ତୁ ନାହିଁ। ଆମ ପାଖରେ କିଛି ଏପରି ଟିପ୍ସ ଅଛି ଯାହା ଆପଣଙ୍କ ସମସ୍ୟାକୁ ଦୂର କରିଦେବ।

୧. ଆଲୋଭେରା: ମୁହଁରୁ ଛଉ ଦାଗ ଦୂର କରିବାର ଆଲୋଭେରା ବେଶ୍ କାମ କରେ। ଆଲୋଭେରା ପତ୍ରରୁ ରସ ବାହାର କରିଦିଅନ୍ତୁ। ଏହାକୁ ଦାଗ ଥିବା ସ୍ଥାନରେ ଲଗାନ୍ତୁ। ୨୦ ରୁ ୩୦ ମିନିଟ ପରେ ମୁହଁକୁ  ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ଏଭଳି ଦିନରେ ଦୁଇ ତିନି ଥର କରନ୍ତୁ।  ମୁହଁରୁ ଛଉ ଦାଗ ଧିରେ ଧିରେ ଦୂର ହେଇଯିବ।

୨. ନଡ଼ିଆ ତେଲ: ନଡ଼ିଆ ତେଲ ଆମ ତ୍ୱଚା ପାଇଁ ଅନେକ ଲାଭଦାୟୀ। ଅଳ୍ପ ନଡ଼ିଆ ତେଲ ନେଇ ମୁହଁରେ ଛଉ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ୫ ମିନିଟ୍ ଯାଏଁ ଚେହେରାରେ ମାଲିସ କରନ୍ତୁ। ଏହାକୁ ଧୋଇବା ଆବଶ୍ୟକ ନାହିଁ। ଏପରି ଦିନରେ ଦୁଇ ତିନି ଥର କରନ୍ତୁ, ଭଲ ଫାଇଦା ମିଳିବ।

୩. ଟି ଟ୍ରି ଅଏଲ: ଟି ଟ୍ରି ଏଲ ଆଣ୍ଟି ଫଙ୍ଗଲ ଗୁଣରେ ଭରପୂର। ଏହା କୌଣସି ପ୍ରକାରର ଇନଫେକ୍ସନକୁ ବଢ଼ିବାକୁ ଦିଏନାହିଁ । ଏକ ଚାମଚ ଅଲିଭ ଅଏଲରେ ଚାରି ପାଞ୍ଚ ବୁନ୍ଦା ଟି ଟ୍ରି ଅଏଲ ମିଶାନ୍ତୁ। ଏହି ମିଶ୍ରଣକୁ ଛଉ ହୋଇଥିବା ସ୍ଥାନରେ ଏକ ତୁଳା ସାହାଯ୍ୟରେ ଲଗାନ୍ତୁ। କିଛି ସମୟ ପରେ ଶୁଖିଗଲା ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏପରି ସପ୍ତାହରେ ଦୁଇ ଥର କରନ୍ତୁ। ଦେଖିବେ ଖୁବ୍ କମ୍ ଦିନ ମଧ୍ୟରେ ଆପଣଙ୍କ ସମସ୍ୟା ଦୂର ହୋଇଯିବ।

୪. ଅଦା: ଅଦା ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ। ଛଉ ହୋଇଥିବା ସ୍ଥାନରେ ଅଦା ରସ ଲଗାଇଲେ ଭଲ ଫାଇଦା ମିଳେ। ଚହେରାରେ ଛଉ ହୋଇଥିବା ସ୍ଥାନରେ ଅଦା ରସ ଲଗାଇ ଏହାକୁ ୧୫ ମିନିଟ ଯାଏଁ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।  ଏପରି ଦିନରେ ଦୁଇଥର କରନ୍ତୁ। ଏହା ବ୍ୟତୀତ ଅଦା ଓ ପୁଦିନାପତ୍ରକୁ ସମାନ ମାତ୍ରାରେ ନେଇ ଜୁସ୍‌ ବନାଇ ପିଅନ୍ତୁ। କିଛି ସପ୍ତାହ ଯାଏ ଏହାକୁ ଦିନରେ ଥରେ ଲେଖାଁଏ ପିଅନ୍ତୁ। ଦେଖିବେ ଆପଣଙ୍କ ଚେହେରାରେ ଫରକ ଜଣାପଡ଼ିବ।

୫. ମହୁ: ମହୁ ଚେହେରାକୁ ମଶ୍ଚରାଇଜ କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ, ଯାହା ଚେହେରାରୁ ଧଳା ଦାଗ ଦୂର କରିଦେଇଥାଏ। ଛଉ ହୋଇଥିବା ସ୍ଥାନରେ ମହୁ ଲଗାଇ କିଛି ସମୟ ହାଲକା ମାଲିସ କରନ୍ତୁ। ପରେ ୧୫ ମିନିଟ ଯାଏଁ ଶୁଖିବାକୁ ଛାଡ଼ିଦିଅନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ଦିନରେ ଦୁଇ ତିନି ଥର କରନ୍ତୁ। ଖୁବ୍ କମ୍ ସମୟ ମଧ୍ୟରେ ଚେହେରାରୁ ଛଉ ଦାଗ ଭଲ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story