୫ ଏପ୍ରିଲ,ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ବନ୍ଧୁଙ୍କୁ ସାକ୍ଷାତ କରିବେ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: କ୍ୟାରିୟର୍‌ରେ ପରିବର୍ତ୍ତନ କରିପାରନ୍ତି। ଚିନ୍ତିତ ରହିବେ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

ସିଂହ: କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ସୁସ୍ଥ ରହିବେ। ଭଗବାନଙ୍କୁ ହଳଦୀଆ ଫୁଲ ଅର୍ପଣ କରନ୍ତୁ।

କନ୍ୟା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ବଢ଼ିବ। ପ୍ରେମ ସମ୍ପର୍କକୁ ନେଇ ଲାଗିରହିଥିବା ସମସ୍ୟାର ସମାଧାନ ହେବ।

ତୁଳା: ନୂତନ ଦାୟିତ୍ୱ ତୁଲାଇ ପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ବ୍ୟସ୍ତ ରହିବେ। ସୁସ୍ଥ ରହିବେ।

ବିଚ୍ଛା: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କ୍ୟାରିଅର୍‌ରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ।

ଧନୁ: ଅଳସୁଆ ଅନୁଭବ କରିବେ। ଚିନ୍ତିତ ରହିବେ। ଘରକୁ ଅତିଥି ଆସି ପାରନ୍ତି।

ମକର: ବାଦ-ବିବାଦ ଭିତରେ ପସନ୍ତୁ ନାହିଁ।  ବ୍ୟସ୍ତତା ଭିତରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ମାନ-ସମ୍ମାନ ମିଳିବ। ନୂତନ ଚାକିରିରେ ଯୋଗ ଦେଇ ପାରନ୍ତି। ଆଘାତରୁ ଦୂରେଇ ରୁହନ୍ତୁ।

ମୀନ: ଘର ପାଇଁ କିଛି ଜିନିଷ କିଣି ପାରନ୍ତି।  ସୁସ୍ଥ ରହିବେ। ବ୍ୟବସାୟରେ ଲାଭବାନ ହେବେ।

Previous ArticleNext Article

Send this to a friend