୨ ଏପ୍ରିଲ୍, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଶିବଙ୍କୁ ପୂଜା କରିବା ଉଚିତ

ମେଷ:ପରିବାରରେ ହସ ଓ  ଖୁସିର ବାତାବରଣ ରହିବ। ମାନ-ସମ୍ମାନ ମିଳିବ। ପିଲାଙ୍କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ମିଥୁନ: ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ।

କର୍କଟ: ଜୀବନ ସାଥୀଙ୍କ ଉନ୍ନତି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ।

ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିୟର୍‌ରେ ସଫଳତା ମିଳିବ। ଘରେ ହସ ଓ ଖୁସିର ବାତାବରଣ ରହିବ।

କନ୍ୟା:  ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି।

ତୁଳା: କ୍ୟାରିୟର୍‌ରେ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଘର ପାଇଁ କିଛି ଜିନିଷ କିଣି ପାରନ୍ତି।

ବିଚ୍ଛା: ମାନ-ସମ୍ମାନ ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।

ଧନୁ: ପ୍ରେମ-ସମ୍ପର୍କ ଭଲ ରହିବ। ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମକର: ଆଘାତରୁ ଦୂରେଇ ରୁହନ୍ତୁ। କ୍ୟାରିୟର୍‌ରେ ସମସ୍ୟା ଦେଖାଦେଇପାରେ। ଭଗବାନ ଶିବକୁ ପୂଜା କରନ୍ତୁ।

କୁମ୍ଭ:ଆର୍ଥିକ ସ୍ଥିତି ଭଲ ରହିବ। ଉପହାର ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମୀନ: ମାନ-ସମ୍ମାନ ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ଧନପ୍ରାପ୍ତିର ଯୋଗ ରହିଛି।

Previous ArticleNext Article

Send this to a friend