୩୦ମାର୍ଚ୍ଚ, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ

ମେଷ: ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ। ନୂଆ ଦାୟିତ୍ୱ ନେଇପାରନ୍ତି। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ଆଜି ଦିନଟି ଆଳସ୍ୟରେ କଟିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। କର୍କଟ: କର୍ମକ୍ଷେତ୍ରରେ ପ୍ରଂଶସା ମିଳିବ। ନିଜ ରାଗ ଉପରେ ନିୟନ୍ତ୍ରଣ କରନ୍ତୁ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ସିଂହ: ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଟକି ରହିଥିବା କାମ […]

Rasiphala-1-840x440-1-768x402-1-1-1-1

Rasiphala-1-840x440-1-768x402-1-1-1-1

Rakesh Mallick
  • Published: Friday, 30 March 2018
  • Updated: 30 March 2018, 07:54 AM IST

Sports

Latest News

ମେଷ: ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ। ନୂଆ ଦାୟିତ୍ୱ ନେଇପାରନ୍ତି।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ଆଜି ଦିନଟି ଆଳସ୍ୟରେ କଟିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ।

କର୍କଟ: କର୍ମକ୍ଷେତ୍ରରେ ପ୍ରଂଶସା ମିଳିବ। ନିଜ ରାଗ ଉପରେ ନିୟନ୍ତ୍ରଣ କରନ୍ତୁ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ।

ସିଂହ: ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କାଟିବେ।

କନ୍ୟା: ଦାୟିତ୍ୱ ନେଇପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଜୀବନସାଥିଙ୍କ ସହ ଖୁସିରେ ଦିନଟି କାଟିବେ।

ତୁଳା: ମାନ-ସମ୍ମାନ ବଢ଼ିବ। ଧନପ୍ରାପ୍ତିର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ବିଚ୍ଛା: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଜମିଜମାକୁ ନେଇ ଥିବା ସମସ୍ୟା ଆଜି ଦୂର ହୋଇପାରେ।

ଧନୁ: ଖର୍ଚ୍ଚାନ୍ତ ହୋଇପାରନ୍ତି। ଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର:  ବ୍ୟସ୍ତତା ଭିତରେ ଦିନଟି କଟିବ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହେବ। ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ହଠାତ୍ କୌଣସି ନୂଆ ଅବସର ମିଳିପାରେ। ମାନ-ସମ୍ମାନ ବଢ଼ିବ। ଯାତ୍ରା କରିପାରନ୍ତି।

ମୀନ: ଆଜି ଦିନରେ କାହାକୁ ଧାର ଉଧାର ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପାଦରେ ଆଘାତ ଲାଗିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story