୬ ଏପ୍ରିଲ ଶୁକ୍ରବାର: ଜାଣନ୍ତୁ ଆଜି କେଉଁମାନଙ୍କ ପାଇଁ ଚାକିରି ସୁଯୋଗ ରହିଛି

ମେଷ: କୌଣସି କଥାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ। ପାରିବାରିକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମାନହାନି ହୋଇପାରେ। ତେଣୁ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସାବଧାନ ରୁହନ୍ତୁ। ବୃଷ: ଉତ୍ସାହିତ ରହିବେ। ମନ ସତେଜ ରହିବ। ଧନପ୍ରାପ୍ତିର ସଂକେତ ରହିଛି। ଘରେ ଓ ଅଫିସ୍‌ରେ ବାତାବରଣ ଅନୁକୂଳ ରହିବ। କାର୍ଯ୍ୟବ୍ୟସ୍ତ ରହିବେ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକି ଯିବେ। ପ୍ରିୟଜନଙ୍କ ସହିତ […]

Rasiphala-1-840x440-1-768x402-1-1-1-1-1-2-2

Rakesh Mallick
  • Published: Friday, 06 April 2018
  • Updated: 06 April 2018, 05:32 AM IST

Sports

Latest News

ମେଷ: କୌଣସି କଥାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ। ପାରିବାରିକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମାନହାନି ହୋଇପାରେ। ତେଣୁ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସାବଧାନ ରୁହନ୍ତୁ।

ବୃଷ: ଉତ୍ସାହିତ ରହିବେ। ମନ ସତେଜ ରହିବ। ଧନପ୍ରାପ୍ତିର ସଂକେତ ରହିଛି। ଘରେ ଓ ଅଫିସ୍‌ରେ ବାତାବରଣ ଅନୁକୂଳ ରହିବ। କାର୍ଯ୍ୟବ୍ୟସ୍ତ ରହିବେ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକି ଯିବେ। ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ। ଅଫିସ୍ ଅବା କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ମିଥୁନ: ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆଜି ଆପଣଙ୍କ ଉପରେ ପଡ଼ିପାରେ। ଆର୍ଥିକ ଉନ୍ନତି ଘଟିବ। ନୂଆ ପୋଷାକ କିଣିବେ। ପରିବାର ଲୋକଙ୍କ ସହ ହସଖୁସିରେ ସମୟ ବିତାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

 କର୍କଟ: ଦିନଟି ଆପଣଙ୍କୁ ଶୁଭ ଫଳ ଦେବ। ବିଭିନ୍ନ ପ୍ରସଙ୍ଗରେ ଆପଣ ବାରମ୍ବାର ମତ ବଦଳାଇ ପାରନ୍ତି। ତେଣୁ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଫିସ୍ ଅବା ବ୍ୟବସାୟିକ କାର୍ଯ୍ୟରେ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ମହିଳାଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।

 ସିଂହ: ଦିନଟି ଆପଣଙ୍କ ପାଇଁ ଭଲ ଅଛି। କୌଣସି ବନ୍ଧୁ ଅବା ମହିଳାଙ୍କଠାରୁ ଲାଭ ପାଇବେ। ବ୍ୟବସାୟ କ୍ଷେତ୍ରରେ ଥିଲେ ଲାଭ ଭଲ ହେବ। ବନ୍ଧୁମାନଙ୍କ ସହିତ କୌଣସି ପର୍ଯ୍ୟଟନ ସ୍ଥଳକୁ ବୁଲି ଯିବାକୁ ଯୋଜନା କରିପାରନ୍ତି। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। କୌଣସି ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

 କନ୍ୟା: କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଆଜି ଯୋଜନା ବନାଇ ପାରିବେ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ବହୁତ ଭଲ ଅଛି। ଚାକିରିରେ ନୂଆ ସୁଯୋଗ ଆସିପାରେ। ପରିବାରରେ ହସଖୁସିର ବାତାବରଣ ରହିବ।

 ତୁଳା: ଯୋଜନା ଅନୁଯାୟୀ ବ୍ୟବସାୟରେ ଲାଭ ପାଇବେ। ଅର୍ଥ ନେଣଦେଣରେ କୌଣସି ସମସ୍ୟା ହେବ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ। ଘରେ ସୁଖଶାନ୍ତିର ବାତାବରଣ ରହିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।

 ବିଛା: ଅସୁସ୍ଥ ଅନୁଭବ କରିବେ। ବିଦେଶରୁ ଭଲ ଖବର ପାଇପାରନ୍ତି। ଲେଖାଲେଖି ତଥା ବୈଦ୍ଧିକ କାର୍ଯ୍ୟରେ ମନ ଦେବେ। କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ବ୍ୟବସାୟୀଙ୍କ ପାଇଁ ଦିନଟି ଠିକ୍‌ଠାକ୍‌ ଅଛି।

ଧନୁ: ଆନନ୍ଦରେ ଦିନଟି କାଟିବେ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। କୌଣସି ପୁରୁଣା ନିବେଶରୁ ଲାଭ ମିଳିପାରେ। ପ୍ରିୟଜନଙ୍କ ସହ ଭେଟ ହୋଇପାରେ। ସୁସ୍ୱାଦୁ ଭୋଜନ ଖାଇପାରନ୍ତି। ସମାଜରେ ମାନପ୍ରତିଷ୍ଠା ବଢ଼ିବ।

ମକର: ସତର୍କତାର ସହିତ ଦିନଟି ବିତାନ୍ତୁ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ। ଆର୍ଥିକ ସଂକଟର ସମ୍ମୁଖୀନ ହୋଇପାରନ୍ତି।

କୁମ୍ଭ: କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ। ନହେଲେ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେବେ। ଆକସ୍ମିକ ଭାବେ ମାତ୍ରାଧିକ ଖର୍ଚ୍ଚାନ୍ତରେ ପଡ଼ିବେ। ପାଚନକ୍ରିୟାରେ ସମସ୍ୟା ଦେଖାଯାଇପାରେ। ତେଣୁ ପେଟରେ ଯନ୍ତ୍ରଣା ଭୋଗି ପାରନ୍ତି।

ମୀନ: ସ୍ଥିର ରୁହନ୍ତୁ। ଅନ୍ୟମାନଙ୍କ କଥାରେ ବିଚଳିତ ହୁଅନ୍ତୁ ନାହିଁ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଅଫିସ୍‌ରେ ଅବା କର୍ମକ୍ଷେତ୍ରରେ କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story