୯ ମାର୍ଚ୍ଚ, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ କୋର୍ଟ, କଚେରୀ ସମସ୍ୟାର ସମାଧାନ ହୋଇପାରିବ

ମେଷ: ଜମି କିଣିବାକୁ କିମ୍ବା ଘର ନିର୍ମାଣ ପାଇଁ ଯୋଜନା କରିବେ । ଆର୍ଥିକ ଉନ୍ନତି ପାଇଁ ପ୍ରୟାସ ସଫଳ ହେବ। ଘରେ କିଛିଟା ସମସ୍ୟା ଦେଖାଦେବ। ଏଥିରେ ଧର୍ଯ୍ୟହରା ନ ହୋଇ ସମସ୍ୟାର ସମାଧାନ କରନ୍ତୁ।  ଚାକିରି କ୍ଷେତ୍ରରେ ପରବର୍ତ୍ତନ ହୋଇପାରେ। ଅଟକି ରହିଥିବା କାମ ସଂପନ୍ନ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ବୃଷ:  ଆଜିର ଦିନଟି ମିଶ୍ରିତ ଫଳ ଆଣିବ। କୌଣସି ବିବାଦରେ ପଡ଼ନ୍ତୁ ନାହିଁ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ମନ ପ୍ରସନ୍ନ […]

Minor-Fire-at-Odisha-Bhawan-New-Delhi

Minor-Fire-at-Odisha-Bhawan-New-Delhi

Rakesh Mallick
  • Published: Friday, 09 March 2018
  • Updated: 09 March 2018, 07:24 AM IST

Sports

Latest News

ମେଷ: ଜମି କିଣିବାକୁ କିମ୍ବା ଘର ନିର୍ମାଣ ପାଇଁ ଯୋଜନା କରିବେ । ଆର୍ଥିକ ଉନ୍ନତି ପାଇଁ ପ୍ରୟାସ ସଫଳ ହେବ। ଘରେ କିଛିଟା ସମସ୍ୟା ଦେଖାଦେବ। ଏଥିରେ ଧର୍ଯ୍ୟହରା ନ ହୋଇ ସମସ୍ୟାର ସମାଧାନ କରନ୍ତୁ।  ଚାକିରି କ୍ଷେତ୍ରରେ ପରବର୍ତ୍ତନ ହୋଇପାରେ। ଅଟକି ରହିଥିବା କାମ ସଂପନ୍ନ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବୃଷ:  ଆଜିର ଦିନଟି ମିଶ୍ରିତ ଫଳ ଆଣିବ। କୌଣସି ବିବାଦରେ ପଡ଼ନ୍ତୁ ନାହିଁ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ମନ ପ୍ରସନ୍ନ ରହିବ। ଧନଲାଭର ସମ୍ଭାବନା ରହିଛି। ଧର୍ମ ସ୍ଥାନକୁ ଯାତ୍ରା କରି ପାରନ୍ତି। କାମ ଶେଷ କରିବାକୁ ଚେଷ୍ଟା କରିବେ। କ୍ରୋଧ ପରେ ସଂଯମତା ରଖନ୍ତୁ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦୁର୍ଘଟଣା, ଚୋରି ଓ ବିବାଦ ଦେଖାଦେବାର ଆଶଙ୍କା ରହିଛି। ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ।

କର୍କଟ: ଆଜି ଦିନଟି କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। କୋର୍ଟ, କଚେରୀ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି। କାମରେ ଲାଭ ମିଳିବାର ସୁଯୋଗ ପାଇବେ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ।  ବ୍ୟବସାୟରେ ଭଲ ଲାଭ ମିଳିପାରେ । ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

ସିଂହ: ଆଜିର ଦିନଟି ଶୁଭଫଳ ଦେବ। କୌଣସି କାର୍ଯ୍ୟ ପାଇଁ ପ୍ରୟାସ ସଫଳ ହେବ। ମାନ ସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ ଠିକ୍‌ଠାକ ଚାଲିବ। ମନରେ ପ୍ରସନ୍ନତା ରହିବ। ଘରେ ହସଖୁସିର ପରିବେଶ ରହିବ। ସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ରୋଗୀ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

କନ୍ୟା: ଆଜିର ଦିନଟି କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ମିଶ୍ରିତ ଫଳ ଆଣିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିବ। ଶାରୀରିକ କଷ୍ଟ ପାଇବାର ଆଶଙ୍କା ରହିଛି। ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ‘ଓଁ ରାଂ ରାହୱେ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟାର ସମାଧାନ ହୋଇଯିବ।

ତୁଳା: ଆଜିର ଦିନଟି ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଙ୍କର ନୁହେଁ। ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ବିବାଦ ବଢ଼ି ପାରେ। ପୁରୁଣା ରୋଗ ବାହାରି ପାରେ। ଦୁଃଖଦ ସମ୍ବାଦ ପାଇ ମନ ଅଶାନ୍ତ ରହିବ। ‘ଓଁ ସୋଂ ସୋମାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟା କିଛିଟା ସମାଧାନ ହୋଇଯିବ।

ବିଚ୍ଛା: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।  ମାନସିକ ଅଶାନ୍ତିରେ ରହିପାରନ୍ତି। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ନୂଆ ଯୋଜନା କରିପାରନ୍ତି। ଆପଣଙ୍କ କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ। ଧନପ୍ରାପ୍ତିର ଯୋଗ ରହିଛି। କିଛି ଖଳ ପ୍ରକୃତିର ଲୋକ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି।

ଧନୁ: ଭଲ ଖବର ପାଇବେ। ସମ୍ମାନ ବଢିବ। ଧନପ୍ରାପ୍ତିର ଯୋଗ ରହିଛି। ତେବେ ହଠାତ ବିପଦରେ ପଡିପାରନ୍ତି। ଏଥିପାଇଁ ସତର୍କ ରୁହନ୍ତୁ ଓ କୌଣସି ବିବାଦରେ ପଡ଼ନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମକର: ବାକି ପଡ଼ିଥିବା ଟଙ୍କା ପାଇବାକୁ ସଫଳ ହେବେ। ଯାତ୍ରାରେ ସଫଳତା ମିଳିବ। ବ୍ୟବସାୟ ଠିକ୍‌ରେ ଚାଲିବ। ‘ଓଁ କେଂ କେତୱେ ନମ୍‌’ ଜପ କରନ୍ତୁ। ବନ୍ଧୁ ପରିଜନଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିବେ। ଦୂରଯାତ୍ରା କରିପାରନ୍ତି। ବୈବାହିକ ଜୀବନ ଆନନ୍ଦରେ କଟିବ।

କୁମ୍ଭ: ଖର୍ଚ୍ଚ ବଢିପାକୁ ନେଇ ଚିନ୍ତାରେ ରହିବେ। ନେଣଦେଣରେ ସାବାଧାନତା ଅବଲମ୍ବନ କରନ୍ତୁ। କୌଣସି ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ। ବ୍ୟବସାୟରେ ଲଭବାନ ହେବେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ମାନ ସମ୍ମାନ ବଢ଼ିବ। ସୁସ୍ଥ ରହିବେ। ପରିବାରରେ ଖୁସି ରହିବ।

ମୀନ: ଆଜିର ଦିନଟି ମୀନ ରାଶିର ବ୍ୟକ୍ତି ପାଇଁ ଭଲରେ କଟିବ। ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରୟାସ ସଫଳ ହେବ। ନୂଆ ବସ୍ତ୍ର କିଣିପାରନ୍ତି। ଯାତ୍ରା ସଫଳ ହେବ। କାମରେ ସଫଳତା ପାଇବେ।  କ୍ରୋଧ ଉପରେ ସଂଯମତା ରଖନ୍ତୁ। ଅର୍ଥ ଦେଣନେଣ ବେଳେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ନକାରାତ୍ମକ ଚିନ୍ତା ମନରୁ କାଢ଼ି ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story