୨୨ ଜୁନ୍‌ ଶୁକ୍ରବାର, ପଢନ୍ତୁ ଆଜି କାହାର ଧନପ୍ରାପ୍ତିର ଯୋଗ ରହିଛି

ମେଷ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ନୂଆ ଯୋଜନା କରିପାରନ୍ତି। ଆପଣଙ୍କ କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ। ଧନପ୍ରାପ୍ତିର ଯୋଗ ରହିଛି। କିଛି ଖଳ ପ୍ରକୃତିର ଲୋକ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି। ‘ଓଁ ଶଂ ଶନୋଶ୍ଚରାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ମଙ୍ଗଳମୟ ହେବ। ବୃଷ: ଆଜି ଦିନଟି ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। କୋର୍ଟ, କଚେରୀ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି। କାମରେ ଲାଭ ମିଳିବାର ସୁଯୋଗ […]

1-3-1-2-3

1-3-1-2-3

Rakesh Mallick
  • Published: Friday, 22 June 2018
  • Updated: 22 June 2018, 04:55 AM IST

Sports

Latest News

ମେଷ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ନୂଆ ଯୋଜନା କରିପାରନ୍ତି। ଆପଣଙ୍କ କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ। ଧନପ୍ରାପ୍ତିର ଯୋଗ ରହିଛି। କିଛି ଖଳ ପ୍ରକୃତିର ଲୋକ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି। ‘ଓଁ ଶଂ ଶନୋଶ୍ଚରାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ମଙ୍ଗଳମୟ ହେବ।

ବୃଷ: ଆଜି ଦିନଟି ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। କୋର୍ଟ, କଚେରୀ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି। କାମରେ ଲାଭ ମିଳିବାର ସୁଯୋଗ ପାଇବେ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ। ‘ଓଁ ରାଂ ରାହୱେ ନମ୍‌’ ମନ୍ତ୍ର ଜପ କରନ୍ତୁ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦୁର୍ଘଟଣା, ଚୋରି ଓ ବିବାଦ ଦେଖାଦେବାର ଆଶଙ୍କା ରହିଛି। ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ‘ଓଁ ଚଂ ଚନ୍ଦ୍ରମସେ ନମ୍‌’ ମନ୍ତ୍ର ଜପ କରନ୍ତୁ ବାଧାବିଘ୍ନ ଦୂର ହେବ।

କର୍କଟ: ଆଜିର ଦିନଟି ମିଶ୍ରିତ ଫଳ ଆଣିବ। କୌଣସି ବିବାଦରେ ପଡ଼ନ୍ତୁ ନାହିଁ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ମନ ପ୍ରସନ୍ନ ରହିବ। ଧନଲାଭର ସମ୍ଭାବନା ରହିଛି।

ସିଂହ: ଜମି କିଣିବାକୁ କିମ୍ବା ଘର ନିର୍ମାଣ ପାଇଁ ଯୋଜନା ବନାଇବେ। ଆର୍ଥୀକ ଉନ୍ନତି ପାଇଁ ପ୍ରୟାସ ସଫଳ ହେବ। ଘରେ କିଛିଟା ସମସ୍ୟା ଦେଖାଦେବ। ଏଥିରେ ଧର୍ଯ୍ୟହରା ନ ହୋଇ ସମସ୍ୟାର ସମାଧାନ କରନ୍ତୁ।

କନ୍ୟା: ଆଜିର ଦିନଟି କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ମିଶ୍ରିତ ଫଳ ଆଣିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିବ। ଶାରୀରିକ କଷ୍ଟ ପାଇବାର ଆଶଙ୍କା ରହିଛି। ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ‘ଓଁ ରାଂ ରାହୱେ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟାର ସମାଧାନ ହୋଇଯିବ।

ତୁଳା: ଆଜିର ଦିନଟି ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଙ୍କର ନୁହେଁ। ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ବିବାଦ ବଢ଼ି ପାରେ। ପୁରୁଣା ରୋଗ ବାହାରି ପାରେ। ଦୁଃଖଦ ସମ୍ବାଦ ପାଇ ମନ ଅଶାନ୍ତ ରହିବ। ‘ଓଁ ସୋଂ ସୋମାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟା କିଛିଟା ସମାଧାନ ହୋଇଯିବ।

ବିଚ୍ଛା: ଆଜିର ଦିନଟି ଶୁଭଫଳ ଦେବ। କୌଣସି କାର୍ଯ୍ୟ ପାଇଁ ପ୍ରୟାସ ସଫଳ ହେବ। ମାନ ସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ ଠିକ୍‌ଠାକ ଚାଲିବ। ମନରେ ପ୍ରସନ୍ନତା ରହିବ। ‘ଓଁ କେଂ କେତୱେ ନମ୍‌’ ଜପ କରନ୍ତୁ ଦିନଟି ଆହୁରି ଅଧିକ ମଙ୍ଗଳମୟ ହେବ।

ଧନୁ: ଭଳ ଖବର ପାଇବେ। ସମ୍ମାନ ବଢିବ। ଧନପ୍ରାପ୍ତିର ଯୋଗ ରହିଛି। ତେବେ ହଠାତ ବିପଦରେ ପଡିପାରନ୍ତି। ଏଥିପାଇଁ ସତର୍କ ରୁହନ୍ତୁ ଓ କୌଣସି ବିବାଦରେ ପଡ଼ନ୍ତୁ ନାହିଁ। ‘ଓଁ ଶଂ ଶନୋଶ୍ଚରାୟ ନମ୍‌’ ଜପ କରନ୍ତୁ ବିପଦ ଦୂର ହୋଇଯିବ।

ମକର: ଆଜିର ଦିନଟି ମକର ରାଶିର ବ୍ୟକ୍ତି ପାଇଁ ଭଲରେ କଟିବ। ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରୟାସ ସଫଳ ହେବ। ନୂଆ ବସ୍ତ୍ର କିଣିପାରନ୍ତି। ଯାତ୍ରା ସଫଳ ହେବ। କାମରେ ସଫଳତା ପାଇବେ। ‘ଓଁ କେଂ କେତୱେ ନମ୍‌’ ଜପ କରନ୍ତୁ।

କୁମ୍ଭ: ଖର୍ଚ୍ଚ ବଢିପାକୁ ନେଇ ଚିନ୍ତାରେ ରହିବେ। ନେଣଦେଣରେ ସାବାଧାନତା ଅବଲମ୍ବନ କରନ୍ତୁ। କୌଣସି ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ। ‘ଓଁ ସୋଂ ସୋମାୟ ନମ୍‌’ ଜପ କରନ୍ତୁ ସମସ୍ୟାର ହୋଇଯିବ।

ମିନ: ବାକି ପଡ଼ିଥିବା ଟଙ୍କା ପାଇବାକୁ ସଫଳ ହେବେ। ଯାତ୍ରାରେ ସଫଳତା ମିଳିବ। ବ୍ୟବସାୟ ଠିକ୍‌ରେ ଚାଲିବ। ‘ଓଁ କେଂ କେତୱେ ନମ୍‌’ ଜପ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story