ହାରିଗଲା  ଦାରିଦ୍ର୍ୟ: ଓଲା ଡ୍ରାଇଭରୁ କେମିତି ହେଲେ ଆର୍ମି ଅଫିସର, ପଢନ୍ତୁ ତାଙ୍କ ସଂଘର୍ଷର କାହାଣୀ

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ । ଆଉ ଏହାକୁ ହାସଲ କରିବାକୁ ଆବଶ୍ୟକ ହୋଇଥାଏ ସାହସ ଓ ଦୃଢ ସଂକଳ୍ପ। ଏମିତି ଜଣେ ସାହସ ଓ ଦୃଢ ସଂକଳ୍ପର ଉଦାହରଣ ପାଲଟିଛନ୍ତି ପୁନେର ଓମ୍‌ ପୈଠାନେ। କମ୍ୱାଇଣ୍ଡ ଡିଫେନ୍ସ ସର୍ଭିସ୍‌ ପରୀକ୍ଷା (CDS)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସେ ଜଣେ ଆର୍ମି ଅଫିସର ହେବାକୁ ଯାଉଛନ୍ତି। ଓମ୍‌ ଅଫିସର୍ସ ଟ୍ରେନିଂ ଏକାଡେମୀ( OTA) ଚେନ୍ନାଇରେ ଏବେ ଟ୍ରେନିଂ ନେଉଛନ୍ତି। ପାସିଂ ଆଉଟ୍ […]

ola

ola

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 05:42 PM IST

Sports

Latest News

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ । ଆଉ ଏହାକୁ ହାସଲ କରିବାକୁ ଆବଶ୍ୟକ ହୋଇଥାଏ ସାହସ ଓ ଦୃଢ ସଂକଳ୍ପ। ଏମିତି ଜଣେ ସାହସ ଓ ଦୃଢ ସଂକଳ୍ପର ଉଦାହରଣ ପାଲଟିଛନ୍ତି ପୁନେର ଓମ୍‌ ପୈଠାନେ। କମ୍ୱାଇଣ୍ଡ ଡିଫେନ୍ସ ସର୍ଭିସ୍‌ ପରୀକ୍ଷା (CDS)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସେ ଜଣେ ଆର୍ମି ଅଫିସର ହେବାକୁ ଯାଉଛନ୍ତି।

ଓମ୍‌ ଅଫିସର୍ସ ଟ୍ରେନିଂ ଏକାଡେମୀ( OTA) ଚେନ୍ନାଇରେ ଏବେ ଟ୍ରେନିଂ ନେଉଛନ୍ତି। ପାସିଂ ଆଉଟ୍ ପରେଡ୍‌ ପରେ ୧୦ ମାର୍ଚ୍ଚ ୨୦୧୮ରେ ଭାରତୀୟ ସେନା ଅଧିକାରୀ ଭାବେ ସେ ନିଯୁକ୍ତି ପାଇବେ। ଆଜି ଅନନ୍ୟ ସଫଳତାର ଅଧିକାରୀ ହୋଇଥିବା ଓମ୍‌ ସ୍ୱପ୍ନରେ କେବେ ଭାବିନଥିଲେ ତାଙ୍କ ଜୀବନରେ ଏତେ ବଡ଼ ପରିବର୍ତ୍ତନ ଆସିବ। ତାଙ୍କର ବାପା ଥିଲେ ଜଣେ ଡ୍ରାଇଭର। ହଠାତ୍ ଏକ ସଡ଼କ ଦୁର୍ଘଟଣା ବଦଳେଇଦେଲା ତାଙ୍କ ଜୀବନର ଗତିପଥ। ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଲେ ତାଙ୍କ ବାପା। ପରିବାରର ବୋଝ ତାଙ୍କ ଉପରେ ଥିଲା। ତେଣୁ ସମସ୍ୟା ସୃଷ୍ଟି ହେଲା। ଗାଡ଼ି ଚଳାଇ ନପାରି ବାଧ୍ୟ ହୋଇ ସେ ୱାଚ୍‌ମ୍ୟାନ୍‌ ଚାକିରି କଲେ। କିନ୍ତୁ ଏଥିରେ ଘରର ଖର୍ଚ୍ଚ ପୁରା ହୋଇପାରି ନଥିଲା। ଏଭଳି ସ୍ଥିତିରେ ବିଏସ୍‌ସି କମ୍ପୁଟର ସାଇନ୍ସ ପଢୁଥିବା ପୁଅ ନିଜ କାନ୍ଧକୁ ନେଲା ସଂସାରର ବୋଝ। ଘର ପାଇଁ କିଛି ରୋଜଗାର କରିବାକୁ  ସେ ବାଧ୍ୟ ହେଲା OLA ଡ୍ରାଇଭର ଭାବେ କାର୍‌ ଚଳାଇବାକୁ।

ଦିନେ ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ୍ ଓମ୍‌ଙ୍କ କାର୍‌ରେ ଯାଉଥିଲେ। ଓମ୍‌ଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କ ବିଷୟରେ ଜାଣି ସେନାରେ ଯୋଗ ଦେବା ପାଇଁ ଚେଷ୍ଟା କରିବାକୁ କହିଲେ। ସେହି ଅବସରପ୍ରାପ୍ତ ସେନା ଅଧିକାରୀଙ୍କ କଥାରେ ଖୁବ୍ ପ୍ରଭାବିତ ହେଲେ ଓମ୍‌ । ସେନାରେ ଯୋଗ ଦେବାର ସଙ୍କଳ୍ପ କଲେ । ସେହି ସେନା ଅଧିକାରୀଙ୍କ ପ୍ରେରଣା କର୍ମେ ପ୍ରସ୍ତୁତ ହେଲେ ସେ। ଆଉ ପ୍ରଥମ ଥରରେ ହିଁ  ଓମ୍‌ କମ୍ୱାଇଣ୍ଡ ଡିଫେନ୍ସ ସର୍ଭିସ୍‌ ବା CDS ପରୀକ୍ଷାରେ ସଫଳତା ପାଇଲେ।

ଅର୍ଥ ଓ ସୁଯୋଗ ନଥିଲେ ଜୀବନରେ ସଫଳତା ପାଇବା ସମ୍ଭବ ନୁହେଁ ବୋଲି ଅନେକ ଲୋକ ଭାବନ୍ତି । କିନ୍ତୁ ଓମ୍‌ ଏହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଏପରି ଭାବୁଥିବା ଲୋକଙ୍କ ଆଗରେ ସେ ଜଣେ ଉଦାହରଣ ହୋଇ ଛିଡ଼ା ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story