କଦଳୀ ସହ ଏହାକୁ ଖାଆନ୍ତୁ, କମି ଯିବ ଚର୍ବି

ଆଜିର ବ୍ୟସ୍ତ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ ଯୋଗୁଁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି। ଏଥିରୁ ଗୋଟିଏ ସମସ୍ୟା ହେଲା ମୋଟାପଣ। ଏହା ଏକ ଏପରି ସମସ୍ୟା ଯାହା ସବୁ ବୟସର ବ୍ୟକ୍ତିଙ୍କ ଚିନ୍ତାର କାରଣ ପାଲଟିଛି। ଅନେକ ଉପାୟ ଆପଣେଇବା ପରେ ମଧ୍ୟ ଓଜନ କମେଇ ପାରୁନାହାଁନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ। ଏପରି ଏକ ସହଜ ଉପାୟ ରହିଛି, ଯାହାକୁ ଆପଣେଇଲେ ମୋଟାପଣରୁ ମୁକ୍ତି ପାଇପାରିବେ। କଦଳୀ ଓ ଜୀରାକୁ ବ୍ୟବହାର […]

banana

banana

Rakesh Mallick
  • Published: Monday, 12 February 2018
  • Updated: 12 February 2018, 12:47 PM IST

Sports

Latest News

ଆଜିର ବ୍ୟସ୍ତ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ ଯୋଗୁଁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି। ଏଥିରୁ ଗୋଟିଏ ସମସ୍ୟା ହେଲା ମୋଟାପଣ। ଏହା ଏକ ଏପରି ସମସ୍ୟା ଯାହା ସବୁ ବୟସର ବ୍ୟକ୍ତିଙ୍କ ଚିନ୍ତାର କାରଣ ପାଲଟିଛି। ଅନେକ ଉପାୟ ଆପଣେଇବା ପରେ ମଧ୍ୟ ଓଜନ କମେଇ ପାରୁନାହାଁନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ। ଏପରି ଏକ ସହଜ ଉପାୟ ରହିଛି, ଯାହାକୁ ଆପଣେଇଲେ ମୋଟାପଣରୁ ମୁକ୍ତି ପାଇପାରିବେ। କଦଳୀ ଓ ଜୀରାକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ। ଆସନ୍ତୁ ଜାଣିବା କଦଳୀ ଓ ଜୀରାକୁ ବ୍ୟବହାର କରି ମୋଟାପଣକୁ କିପରି ଦୂର କରିପାରିବେ।

କଦଳୀରେ ଭିଟାମିନ୍‌, ମିନେରାଲ୍ସ ଓ ପ୍ରୋଟିନ ରହିଛି। ଏହାକୁ ଖାଇବା ଦ୍ୱାରା ପେଟ ପୂରିବା ଭଳି ଲାଗିଥାଏ। ଭୋକ ମଧ୍ୟ କମ୍‌ ଲାଗିଥାଏ। ସେହିପରି ଜୀରାରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି-ଇମ୍ଫ୍ଲେଟରୀ ଗୁଣ ରହିଛି। ଏହାସହ ଜୀରାରେ ଫାଇବର, କ୍ୟାଲସିୟମ୍‌, ମାଙ୍ଗାନିଜ୍‌ ସୋଲୋନିୟମ୍‌ ଓ ଜିଙ୍କ୍‌ ପ୍ରଚୁର ପରିମାରରେ ରହିଛି।

ଆୟୁର୍ବେଦ ଅନୁସାରେ ଜୀରା ପେଟର ଚର୍ବିକୁ କମାଇବାରେ ସହାୟକ ହୋଇଥାଏ। କଦଳୀ ପାଚନ ତନ୍ତ୍ରକୁ ମଜଭୁତ କରିବାର ସାହାଯ୍ୟ କରେ। ଏକ ପାତ୍ରରେ ପାଚିଲା କଦଳୀ ସହ ଭଜା ଜୀରାକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଦିନକୁ ଦୁଇଥର ଏହାକୁ ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହେବା ସହ ମୋଟାପଣ  ଶୀଘ୍ର କମିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story