ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ମହିଳାମାନେ

ମନୁଷ୍ୟ ଶରୀର ବିଭିନ୍ନ ଅଙ୍ଗ ସହିତ ତା’ର ଭାଗ୍ୟ ଯୋଡ଼ି ହୋଇ ରହିଥାଏ ବୋଲି କୁହାଯାଏ। ହାତ, ଗୋଡ଼,ନାକ ଓ ଆଖିର ଆକାର ଆଦି ସହ ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟତର ସମ୍ପର୍କ ରହିଛି ବୋଲି କୁହାଯାଏ। ସେହିଭଳି ମହିଳାଙ୍କ ଶରୀରରେ ଦେଖାଯାଉଥିବା କିଛି ବିଶେଷ ଲକ୍ଷଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରେ। ସେହି ଲକ୍ଷଣ ଥିବା ମହିଳାମାନେ ଭାଗ୍ୟଶାଳୀ ହୋଇଥାଆନ୍ତି ବୋଲି କୁହାଯାଏ। ଆଉ ଯେଉଁମାନେ ସେମାନଙ୍କୁ ବିବାହ କରନ୍ତି, ସେମାନେ ମଧ୍ୟ ସୁଖ ଲାଭ […]

woman,,

woman,,

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 03:12 PM IST

Sports

Latest News

ମନୁଷ୍ୟ ଶରୀର ବିଭିନ୍ନ ଅଙ୍ଗ ସହିତ ତା’ର ଭାଗ୍ୟ ଯୋଡ଼ି ହୋଇ ରହିଥାଏ ବୋଲି କୁହାଯାଏ। ହାତ, ଗୋଡ଼,ନାକ ଓ ଆଖିର ଆକାର ଆଦି ସହ ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟତର ସମ୍ପର୍କ ରହିଛି ବୋଲି କୁହାଯାଏ। ସେହିଭଳି ମହିଳାଙ୍କ ଶରୀରରେ ଦେଖାଯାଉଥିବା କିଛି ବିଶେଷ ଲକ୍ଷଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରେ। ସେହି ଲକ୍ଷଣ ଥିବା ମହିଳାମାନେ ଭାଗ୍ୟଶାଳୀ ହୋଇଥାଆନ୍ତି ବୋଲି କୁହାଯାଏ। ଆଉ ଯେଉଁମାନେ ସେମାନଙ୍କୁ ବିବାହ କରନ୍ତି, ସେମାନେ ମଧ୍ୟ ସୁଖ ଲାଭ କରନ୍ତି ଓ ସେମାନଙ୍କ ଭାଗ୍ୟ ମଧ୍ୟ ଚମକି ଉଠେ ବୋଲି କୁହାଯାଏ।

୧-ଯେଉଁ ମହିଳାଙ୍କ ଆଙ୍ଗୁଳି ଚଉଡ଼ା, ଗୋଲ ଓ ଲାଲ ଦେଖାଯାଏ, ସେହି ସେମାନଙ୍କୁ ଭାଗ୍ୟଶାଳୀ ମହିଳା ବୋଲି କୁହାଯାଇଥାଏ।

୨- ଯେଉଁ ମହିଳାଙ୍କର ତଳିପାଦ ସର୍ପାକାର ହୋଇଥାଏ, ସେମାନଙ୍କ  ଭାଗ୍ୟ ସବୁବେଳେ ତାଙ୍କ ସାଥିରେ ରହିଥାଏ। ସେମାନେ ଜୀବନରେ ବେଶି ଦୁଃଖକଷ୍ଟ ନ ଥାଏ। ସେମାନଙ୍କ ଉପରେ ଈଶ୍ୱରଙ୍କ କୃପା ରହିଥାଏ।

୩- ଯେଉଁ ମହିଳାଙ୍କର ତଳିପାଦରେ ଶଙ୍ଖ, କମଳ ଓ ଚକ୍ର  ରହିଥାଏ, ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି।

୪- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁମହିଳାଙ୍କ  ତଳିପାଦରେ  ତ୍ରିକୋଣ ଚିହ୍ନ ଥାଏ, ସେମାନେ ବୃଦ୍ଧିମାନ ହୋଇଥାନ୍ତି। ନିଜର ଜ୍ଞାନ ଓ ବୁଝିବା ଶକ୍ତି ଯୋଗୁଁ  ସେମାନେ ନିଜର ପରିବାରକୁ  ଖୁସିରେ ରଖିଥାନ୍ତି।

୫- ଯେଉଁ ମହିଳାଙ୍କ ପାଦର ଆଙ୍ଗୁଳିଗୁଡ଼ିକ ଲମ୍ବ ସମାନ ହୋଇଥାଏ, ସେମାନେ ସବୁବେଳେ ଖୁସିରେ ରହିଥାନ୍ତି ଓ ନିଜର ପରିବାରକୁ ମଧ୍ୟ ଖୁସିରେ ରଖିଥାନ୍ତି।

୬- ଯେଉଁ ମହିଳାଙ୍କର ପାଦର ଗୋଇଠି ଗୋଲକାର ଓ କୋମଳ ହୋଇଥାଏ, ସେମାନେ ବିଳାସମୟରେ ଜୀବନ କାଟିଥାନ୍ତି ଓ  ନିଜର ପରିବାର ଲୋକଙ୍କୁ ଖୁସିରେ ରଖିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story