ହାଡ଼ଫୁଟି ରୋଗର ଘରୋଇ ଉପଚାର

ଶୀତ ଋତୁ ଶେଷ ଏ‍ବଂ ଖରା ଦିନ ଆରମ୍ଭ ହେବା ସମୟରେ ଶରୀରର ସଠିକ୍‌ ଧ୍ୟାନ ନନେଲେ  ଭାଇରାଲ ବେମାରୀ ଯେପରି, ହାଡ଼ଫୁଟି ହେବାର ସମ୍ଭାବନା ବଢିଯାଏ। ଖାଦ୍ୟପେୟର ଅନିୟମିତତା ହାଡ଼ଫୁଟି ହେବାର ପ୍ରମୁଖ କାରଣ ହୋଇଥାଏ। ଏହି ରୋଗ ହେଲେ ଭୋକ ଲାଗେନି, ବାନ୍ତି ଲାଗେ, ମାସଂ ପେଶୀରେ ଯନ୍ତ୍ରଣା ହୁଏ ଓ ମୁଣ୍ଡବ୍ୟଥା ମଧ୍ୟ ହୋଇଥାଏ। ପୂରା ଶରୀରରେ ଲାଲ ଫୋଟକା ହୋଇ ପୁଜ ହୋଇଯାଏ। ଏହା ପରେ ପୁଜ ସ୍ଥାନରେ ଗାତ ଆକାରର […]

Chicken-Pox

Chicken-Pox

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 01:37 PM IST

ଶୀତ ଋତୁ ଶେଷ ଏ‍ବଂ ଖରା ଦିନ ଆରମ୍ଭ ହେବା ସମୟରେ ଶରୀରର ସଠିକ୍‌ ଧ୍ୟାନ ନନେଲେ  ଭାଇରାଲ ବେମାରୀ ଯେପରି, ହାଡ଼ଫୁଟି ହେବାର ସମ୍ଭାବନା ବଢିଯାଏ। ଖାଦ୍ୟପେୟର ଅନିୟମିତତା ହାଡ଼ଫୁଟି ହେବାର ପ୍ରମୁଖ କାରଣ ହୋଇଥାଏ। ଏହି ରୋଗ ହେଲେ ଭୋକ ଲାଗେନି, ବାନ୍ତି ଲାଗେ, ମାସଂ ପେଶୀରେ ଯନ୍ତ୍ରଣା ହୁଏ ଓ ମୁଣ୍ଡବ୍ୟଥା ମଧ୍ୟ ହୋଇଥାଏ। ପୂରା ଶରୀରରେ ଲାଲ ଫୋଟକା ହୋଇ ପୁଜ ହୋଇଯାଏ। ଏହା ପରେ ପୁଜ ସ୍ଥାନରେ ଗାତ ଆକାରର ହୋଇ ଖୋଳପା ବାହାରେ। ଏହି ରୋଗର ଆରୋଗ୍ୟ ହେବା ପାଇଁ ସଠିକ ଔଷଧ ନାହିଁ। ଏହି ସମୟରେ ସଂକ୍ରମଣ ନ ବ୍ୟାପିବା ଲାଗି ସଚେତନ ରହିବାକୁ ପଡେ। ଆସନ୍ତୁ ଜାଣିବା ଏହି ରୋଗର  ମୁକାବିଲା କିପରି କରିବେ।

କେମିତି କରିବେ ଘରୋଇ ଉପଚାର

୧. ହାଡ଼ ଫୁଟି ହେଲେ ଖାଦ୍ୟ ପେୟର ଧ୍ୟାନ ରଖନ୍ତୁ। ମସଲା ଦାର ଖାଦ୍ୟ ଓ ଅଏଲି ଖାଦ୍ୟରୁ ଦୂରେଇ ରୁହନ୍ତୁ।

୨. ଏହି ସମୟରେ ପ୍ରର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ। ଲେମ୍ବୁ ପାଣି, ଫଳ ରସ ପିଇ ପାରିବେ।

୩.  ନିମପତ୍ରକୁ ଗରମ ପାଣିରେ ପକାଇ ଗାଧାନ୍ତୁ।

୪. ଅଧ ଚାମଚ ବେକିଂ ସୋଢାକୁ ଉଷୁମ ପାଣି ସହ ମିଶାଇ ଶରୀରରେ ଲେପ ଲଗାନ୍ତୁ। ହାଡ଼ଫୁଟି ଶୀଘ୍ର ଭଲ ହୋଇଯିବ।

୫. ଭିଟାମିନ-ଇ ତେଲ ଲଗାଇବା ଭଲ।

୬. ହାଡ଼ଫୁଟି ରୋଗୀଙ୍କ ପାଇଁ ଗାଜର ଖାଇବା ଲାଭକାରୀ। ଗାଜର ଓ ଧନିଆକୁ ସୁପ୍‌ କରି ପିଅନ୍ତୁ। ଦୁର୍ବଳପଣ ଦୂର ହେବ।

୭. ଶରୀର କୁଣ୍ଡାଇ ହେଲେ ପାଉଡ଼ର ପକାନ୍ତୁ। ଶରୀରରେ ହୋଇଥିବା ଲାଲ ଫୋଟକାକୁ ନଖରେ ଛିଡାନ୍ତୁ ନାହିଁ। ସଂକ୍ରମଣ ବଢିବ।

୮. ଲାଲ ଫୋଟକା ସ୍ଥାନରେ ମହୁ ଲଗାନ୍ତୁ। ଦାଗକୁ ହଟାଇବାରେ ମହୁ ସାହାଯ୍ୟ କରେ।

୯.  ଭିନେଗାରକୁ ପାଣିରେ ମିଶାଇ କୁଣ୍ଡାଇ ହେବା ସ୍ଥାନରେ ଲଗାନ୍ତୁ। କୁଣ୍ଡେଇ ହେବାରୁ ମୁକ୍ତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story