ଦୁଃସ୍ୱପ୍ନ ଦେଖୁଛନ୍ତି କି?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ଗଭୀର ନିଦରେ ଶୋଇଗଲେ ଅନେକ ପ୍ରକାରର ସ୍ୱପ୍ନ ଦେଖୁ। ସେଥିରୁ କିଛି ଭଲ ସ୍ୱପ୍ନ ଥାଏ ତ କିଛି ଖରାପ ସ୍ୱପ୍ନ। ଆପଣଙ୍କ ସହ ଏମିତି ଅନେକ ଥର ହୋଇଥିବ ଯେତେବେଳେ ଆପଣ କୌଣସି ଖରାପ ସ୍ୱପ୍ନ ଦେଖି ଅଚାନକ ନିଦରୁ ଉଠି ଯାଇଥିବେ। କାଳେ ଦେଖିଥିବା ଖରାପ ସ୍ୱପ୍ନଟି ସତ ହୋଇଯିବ ଭାବି ମନ ଦୁଃଖ କରୁଥିବେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଦୁଃସ୍ୱପ୍ନ ଭୟରୁ ମୁକ୍ତି ପାଇବାର ଏକ ଉପାୟ ରହିଛି। ଯଦି ଆପଣ କେବେ ଅଧରାତିରେ ଖରାପ ସ୍ୱପ୍ନ ଦେଖି ଉଠିଯାଆନ୍ତି, ତେବେ ଘର ବାହାରକୁ ଯାଆନ୍ତୁ, ଘାସ କିମ୍ବା ଛୋଟ ଗଛଟିଏ ଓପାଡି ମୁଣ୍ଡରେ ମାରନ୍ତୁ, ତାପରେ ତାକୁ ଫିଙ୍ଗି ଦିଅନ୍ତୁ। ଏହାଦ୍ୱାରା ଦୁଃସ୍ୱପ୍ନ ଦୋଷ କଟିଯିବ।</p>

Ordigital Desk
  • Published: Friday, 09 March 2018
  • Updated: 09 March 2018, 01:30 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ଗଭୀର ନିଦରେ ଶୋଇଗଲେ ଅନେକ ପ୍ରକାରର ସ୍ୱପ୍ନ ଦେଖୁ। ସେଥିରୁ କିଛି ଭଲ ସ୍ୱପ୍ନ ଥାଏ ତ କିଛି ଖରାପ ସ୍ୱପ୍ନ। ଆପଣଙ୍କ ସହ ଏମିତି ଅନେକ ଥର ହୋଇଥିବ ଯେତେବେଳେ ଆପଣ କୌଣସି ଖରାପ ସ୍ୱପ୍ନ ଦେଖି ଅଚାନକ ନିଦରୁ ଉଠି ଯାଇଥିବେ। କାଳେ ଦେଖିଥିବା ଖରାପ ସ୍ୱପ୍ନଟି ସତ ହୋଇଯିବ ଭାବି ମନ ଦୁଃଖ କରୁଥିବେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଦୁଃସ୍ୱପ୍ନ ଭୟରୁ ମୁକ୍ତି ପାଇବାର ଏକ ଉପାୟ ରହିଛି। ଯଦି ଆପଣ କେବେ ଅଧରାତିରେ ଖରାପ ସ୍ୱପ୍ନ ଦେଖି ଉଠିଯାଆନ୍ତି, ତେବେ ଘର ବାହାରକୁ ଯାଆନ୍ତୁ, ଘାସ କିମ୍ବା ଛୋଟ ଗଛଟିଏ ଓପାଡି ମୁଣ୍ଡରେ ମାରନ୍ତୁ, ତାପରେ ତାକୁ ଫିଙ୍ଗି ଦିଅନ୍ତୁ। ଏହାଦ୍ୱାରା ଦୁଃସ୍ୱପ୍ନ ଦୋଷ କଟିଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos