ଆବଶ୍ୟକ ସାମଗ୍ରୀ: ବେଲ, ଦହି, ଗୁଡ଼,କଦଳୀ ଓ ଗୋଲମରିଚ ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବେଲରୁ ମଞ୍ଜି କାଢିଦିଅନ୍ତୁ। ଏହା ପରେ ବେଲକୁ ଭଲ ଭାବେ ଗ୍ରାଇଡିଂ କରିଦିଅନ୍ତୁ। ଏହାପରେ ଆବଶ୍ୟକ ପାଣି ଦେଇ ଗୁଡ ପକାନ୍ତୁ।
ଏହା ପରେ ଦହି, ଛେନା, କଦଳୀ ଚକଟା ମିଶାଇ ପକାଇ ଘାଣ୍ଟନ୍ତୁ। ଶେଷରେ ଗୋଲମରିଚଗୁଣ୍ଡ ପକାନ୍ତୁ । ଅଳ୍ପ ବରଫ ମିଶାଇ ପଣାର ମଜା ଉଠାନ୍ତୁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।