ସନ୍ତାନ ପ୍ରସବ ପରେ ପେଟ କମାଇବାର ୬ଟି ଉପାୟ

ଆପଣ ଦେଖିଥିବେ ଗର୍ଭାବସ୍ଥା ପରେ ମହିଳା ମାନେ ମୋଟା ହେବା ସହିତ ପେଟ ବଢିଯିବା ପରି ସମସ୍ୟା ଦେଖାଦିଏ। ଏହାକୁ କମ୍‌ କରିବା ତାଙ୍କ ପାଇଁ କଠିନ ହୋଇପଡ଼େ। କାହିଁକି ନା ସନ୍ତାନ ପ୍ରସବ ପରେ ମହିଳାମାନେ ଶାରୀରିକ ସ୍ତରରେ ଦୁର୍ବଳ ହୋଇପଡ଼ନ୍ତି। ଏଥିପାଇଁ ଗର୍ଭାବସ୍ଥା ପରେ ଶରୀରର ଓଜନ ବଢ଼ିବା ସହିତ ପେଟ ମଧ୍ୟ ବଢ଼ି ଯାଇଥାଏ। ବର୍ଦ୍ଧିତ ପେଟ କମାଇବା ପାଇଁ ବ୍ୟସ୍ତ ହୋଇପଡ଼ନ୍ତୁ ନାହିଁ। ଏଥିପାଇଁ ତର ତର ହୋଇ କୌଣସି ଔଷଧର […]

pregnant

pregnant

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 02:57 PM IST

ଆପଣ ଦେଖିଥିବେ ଗର୍ଭାବସ୍ଥା ପରେ ମହିଳା ମାନେ ମୋଟା ହେବା ସହିତ ପେଟ ବଢିଯିବା ପରି ସମସ୍ୟା ଦେଖାଦିଏ। ଏହାକୁ କମ୍‌ କରିବା ତାଙ୍କ ପାଇଁ କଠିନ ହୋଇପଡ଼େ। କାହିଁକି ନା ସନ୍ତାନ ପ୍ରସବ ପରେ ମହିଳାମାନେ ଶାରୀରିକ ସ୍ତରରେ ଦୁର୍ବଳ ହୋଇପଡ଼ନ୍ତି। ଏଥିପାଇଁ ଗର୍ଭାବସ୍ଥା ପରେ ଶରୀରର ଓଜନ ବଢ଼ିବା ସହିତ ପେଟ ମଧ୍ୟ ବଢ଼ି ଯାଇଥାଏ। ବର୍ଦ୍ଧିତ ପେଟ କମାଇବା ପାଇଁ ବ୍ୟସ୍ତ ହୋଇପଡ଼ନ୍ତୁ ନାହିଁ। ଏଥିପାଇଁ ତର ତର ହୋଇ କୌଣସି ଔଷଧର ବ୍ୟବହାର କରନ୍ତୁ ନାହିଁ। ଏହା ହୁଏତ ଆପଣ ଓ ଆପଣଙ୍କ ନବଜାତ ଶିଶୁ ପ୍ରତି କ୍ଷତି ପହଞ୍ଚାଇ ପାରେ।

ନିଜର ଶରୀରକୁ ତା’କ ପୂର୍ବ ଅବସ୍ଥାକୁ ଫେରେଇ ଆଣିବାକୁ ଆପଣ କିଛି ଘରୋଇ ଉପଚାର ମଧ୍ୟ କରିପାରିବେ। ଯାହା ଉଭୟ ମା’ ଏବଂ ଛୁଆକୁ ସୁରକ୍ଷିତ ରଖିବ। ଆସନ୍ତୁ ଜାଣିବା ସେହି ଉପାୟଗୁଡିକ କ’ଣ କ’ଣ?

୧. ମେଥି ଦେହ ପାଇଁ ଅଧିକ ଉପକାରୀ ହୋଇଥାଏ। ଏହା ମହିଳାମାନଙ୍କ ହରମୋନ୍‌କୁ ସନ୍ତୁଳିତ ରଖିଥାଏ। ରାତିରେ ଶୋଇବା ପୂର୍ବରୁ ଗୋଟିଏ ଚାମଚ ମେଥିକୁ ଏକ ଗ୍ଲାସ୍‌ ପାଣିରେ ଫୁଟାନ୍ତୁ ଏବଂ ଏହାକୁ ଅଳ୍ପ ଉଷୁମ କରି ପିଅନ୍ତୁ, ଦେଖିବେ ଆପଣଙ୍କ ପେଟ ଶୀଘ୍ର କମ୍‌ ହୋଇଯିବ।

୨. ନିଜ ଛୁଆକୁ ସ୍ତନ୍ୟପାନ ନିଶ୍ଚିତ କରାନ୍ତୁ। ଏକ ଗବେଷଣାରୁ ଜଣାପଡିଛି, ଶରୀରରେ ଥିବା ଫ୍ୟାଟ୍‌ ସେଲ୍‌ ଓ କ୍ୟାଲୋରୀ ଦୁଇଟି ମିଶି କ୍ଷୀର ତିଆରି ହୋଇଥାଏ। ଯେଉଁଥିପାଇଁ କିଛି ନ କରି ମଧ୍ୟ ଓଜନ କମ୍‌ ହୋଇଥାଏ।

୩. ଛୁଆକୁ ଜନ୍ମ ଦେବା ପରେ ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ। ଗରମ ପାଣି କେବଳ ଯେ ପେଟ କମ୍‌ କରେ ତାହା ନୁହେଁ ଏହା ଓଜନ ମଧ୍ୟ କମ୍‌ କରିଥାଏ।

୪. ପେଟକୁ ଗରମ କପଡ଼ା ବା ବେଲ୍ଟରେ ବାନ୍ଧି ରଖନ୍ତୁ। ଏହା ପେଟର ଆକାର କମାଇବାରେ ସାହାଯ୍ୟ କରେ। ତା ସହିତ ସନ୍ତାନ ପ୍ରସବ ପରେ ଆପଣ ଭୋଗୁଥିବା ଅଣ୍ଟାବ୍ୟଥା ମଧ୍ୟ କମାଇଥାଏ।

୫. ସନ୍ତାନ ପ୍ରସବ ପରେ ଡାଲ୍‌ଚିନି ଓ ଲବଙ୍ଗ ଖାଇବା ଶରୀର ପାଇଁ ଉପକାରୀ। ୨ କିମ୍ବା ୩ଟି ଲବଙ୍ଗ ଏବଂ ଅଧାଚାମଚ ଡାଲ୍‌ଚିନିକୁ ଫୁଟାଇ ଏହାକୁ ଥଣ୍ଡା କରି ପିଅନ୍ତୁ। ଶୀଘ୍ର ଆପଣଙ୍କ ପେଟ କମ୍‌ ହେବ।

୬. ଗ୍ରୀନ ଟି ଶରୀର ପାଇଁ ଉପକାରୀ। ଏଥିରେ ଆଣ୍ଟିଅସ୍କିଡାଣ୍ଟ ଭରି ରହିଛି। ଏହାକୁ ପିଇବା ଦ୍ୱାରା ଓଜନ କମ୍‌ ହୋଇଥାଏ। ମା’ ଓ ଛୁଆ ପାଇଁ ଏହା କୌଣସି କ୍ଷତିକାରକ ନୁହେଁ।

ଏ ସବୁ ଉପାୟ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story