ଗୋଲାପ ଆପଣଙ୍କୁ କରିପାରେ ମାଲାମାଲ୍: ଜାଣନ୍ତୁ କେମିତି?

ପ୍ରେମର ପ୍ରତୀକ ଗୋଲାପ। ପ୍ରେମ ପରିପ୍ରକାଶର ମାଧ୍ୟମ ଗୋଲାପ। ମନୋଇ ପ୍ରିୟାକୁ ଖୁସି କରାଏ ଗୋଲାପ, ଅଭିମାନିନୀ ବାନ୍ଧବୀର ରାଗ ଭୁଲାଏ ଗୋଲାପ। ଗୋଟିଏ ଗୋଲାପ ଫୁଲ କେତେ କ’ଣ କରିଥାଏ। ଗୋଲାପର ଏମିତି ବ୍ୟବହାର କଥା ତ ଆପଣ ଜାଣିଥିବେ। ହେଲେ ଗୋଲାପ ଯେ କାହାକୁ ମାଲାମାଲ୍‌ କରିପାରେ ସେକଥା ଆପଣ କେବେ ଶୁଣିଛନ୍ତି କି? ହଁ, ଗୋଲାପ ଫୁଲର ବ୍ୟବହାର କରି ଆପଣ ଧନୀ ହୋଇପାରିବେ। କେମିତି? ଆସନ୍ତୁ ଜାଣିବା। ଜୋତିଷଶାସ୍ତ୍ର ଅନୁସାରେ ଗୋଲାପ […]

rose

rose

Rakesh Mallick
  • Published: Saturday, 02 June 2018
  • Updated: 05 June 2018, 06:51 PM IST

Sports

Latest News

ପ୍ରେମର ପ୍ରତୀକ ଗୋଲାପ। ପ୍ରେମ ପରିପ୍ରକାଶର ମାଧ୍ୟମ ଗୋଲାପ। ମନୋଇ ପ୍ରିୟାକୁ ଖୁସି କରାଏ ଗୋଲାପ, ଅଭିମାନିନୀ ବାନ୍ଧବୀର ରାଗ ଭୁଲାଏ ଗୋଲାପ। ଗୋଟିଏ ଗୋଲାପ ଫୁଲ କେତେ କ'ଣ କରିଥାଏ। ଗୋଲାପର ଏମିତି ବ୍ୟବହାର କଥା ତ ଆପଣ ଜାଣିଥିବେ। ହେଲେ ଗୋଲାପ ଯେ କାହାକୁ ମାଲାମାଲ୍‌ କରିପାରେ ସେକଥା ଆପଣ କେବେ ଶୁଣିଛନ୍ତି କି? ହଁ, ଗୋଲାପ ଫୁଲର ବ୍ୟବହାର କରି ଆପଣ ଧନୀ ହୋଇପାରିବେ। କେମିତି? ଆସନ୍ତୁ ଜାଣିବା।

ଜୋତିଷଶାସ୍ତ୍ର ଅନୁସାରେ ଗୋଲାପ ଫୁଲ ଶୁକ୍ର ଗ୍ରହଙ୍କ କାରକ। ଗୋଲାପର କିଛି ପାଖୁଡା ଆପଣଙ୍କ ଭାଗ୍ୟ ଉଦୟ କରିପାରେ। ଏହା ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଧାରିବାରେ ସାହାଯ୍ୟ କରିପାରେ।

କେମିତି କରିବେ ବ୍ୟବହାର

୧) ମଙ୍ଗଳବାରେ ନାଲି ଚନ୍ଦନ, ନାଲି ଗୋଲାପ ନେଇ ଏକ ନାଲି କପଡାରେ ରଖନ୍ତୁ। ଏହାକୁ ଏବେ ଠାକୁର ଘରକୁ ନେଇଯାଆନ୍ତୁ। ଏହାପରେ ଗଣେଷଙ୍କ ପୂଜା କରନ୍ତୁ। ପୂଜା କରିବାର ସପ୍ତାହ ପରେ ସେହି ନାଲି କପଡାକୁ ନେଇ ଘରର ସିନ୍ଦୁକରେ କିମ୍ବା ଆଲମାରୀ, ଯେଉଁଠି ଆପଣ ଟଙ୍କା ପଇସା ସାଇତି ରଖନ୍ତି ସେଠାରେ ରଖିଦିଅନ୍ତୁ। ଦେଖିବେ ଘରୁ ଅର୍ଥ ଅଭାବ ଦୂରେଇ ଯିବ ।

୨) ଧନପ୍ରାପ୍ତି ପାଇଁ ଗୋଲାପ ଫୁଲରେ କର୍ପୁର ଖଣ୍ଡେ ରଖନ୍ତୁ। ସଂଧ୍ୟାରେ ଫୁଲ ଉପରେ କର୍ପୁର ରଖି ଭଗବାନଙ୍କ ସମ୍ମୁଖରେ ଜାଳନ୍ତୁ। ଏହାଦ୍ୱାରା ଧନପ୍ରାପ୍ତି ହୋଇଥାଏ।

୩) ପୂର୍ଣ୍ଣିମା ଦିନ କିଛି ଗୋଲାପ ଫୁଲ ନେଇ ପାଣିରେ ଭସାଇ ଦିଅନ୍ତୁ। କୁହାଯାଏ, ଏମିତି କଲେ ଅଟକି ଯାଇଥିବା କାର୍ଯ୍ୟ ସମାଧାନ ହୋଇଥାଏ।୪) ଶୁକ୍ରବାର ଦିନ ଗୋଟେ ଧଳା କପଡା ନିଅନ୍ତୁ। ଚାରିପଟେ ଗୋଲାପ ଫୁଲ ବାନ୍ଧି ଦିଅନ୍ତୁ। ଏବେ ଏହାକୁ ପାଣିରେ ଭସାଇ ଦିଅନ୍ତୁ। ଏହାଦ୍ୱାରା ଋଣରୁ ମୁକ୍ତି ମିଳେ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story