ଆଇବିପିଏସ୍‌ରେ ୧୦ ହଜାର ୧୯୦ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ସେକ୍ଟରରେ ନିଯୁକ୍ତି ସୁଯୋଗ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ବ୍ୟାକିଙ୍ଗ୍‌ ପର୍ସନଲ ସିଲେକ୍ସନ(IBPS)ର ବିଭିନ୍ନ ବିଭାଗରେ ୧୦ ହଜାର ୧୯୦ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିରେ ସ୍କେଲ୍‌ ଅନୁସାରେ (ସ୍କେଲ୍ ୧୨୩) ଅଫିସର ପଦ ଓ ଅଫିସ ଆସିଷ୍ଟାଣ୍ଟ ମଧ୍ୟ ପଦ ମଧ୍ୟ ସାମିଲ ରହିଛି। ଆବଶ୍ୟକ ଯୋଗ୍ୟତା ଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ ଏସମ୍ପର୍କିତ କିଛି ଦରକାରୀ ସୂଚନା ଜାଣି ରଖନ୍ତୁ। ପଦବି ସଂଖ୍ୟା ଅଫିସ୍‌ ଆସିଷ୍ଟାଣ୍ଟ- […]

bank3-kT5B--621x414@LiveMint (1)

bank3-kT5B--621x414@LiveMint (1)

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 10:46 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ସେକ୍ଟରରେ ନିଯୁକ୍ତି ସୁଯୋଗ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ବ୍ୟାକିଙ୍ଗ୍‌ ପର୍ସନଲ ସିଲେକ୍ସନ(IBPS)ର ବିଭିନ୍ନ ବିଭାଗରେ ୧୦ ହଜାର ୧୯୦ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିରେ ସ୍କେଲ୍‌ ଅନୁସାରେ (ସ୍କେଲ୍ ୧୨୩) ଅଫିସର ପଦ ଓ ଅଫିସ ଆସିଷ୍ଟାଣ୍ଟ ମଧ୍ୟ ପଦ ମଧ୍ୟ ସାମିଲ ରହିଛି। ଆବଶ୍ୟକ ଯୋଗ୍ୟତା ଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ ଏସମ୍ପର୍କିତ କିଛି ଦରକାରୀ ସୂଚନା ଜାଣି ରଖନ୍ତୁ।

ପଦବି ସଂଖ୍ୟା

ଅଫିସ୍‌ ଆସିଷ୍ଟାଣ୍ଟ- ୫୨୪୯

(ଅଫିସର ସ୍କେଲ୍-୧)ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ-୩୩୧୨

ମ୍ୟାନେଜର ପଦବୀ ପାଇଁ-୧୨୦୮

(ଅଫିସର ସ୍କେଲ୍-୨ରେ) ମ୍ୟାନେଜର ପଦବୀ ପାଇଁ-୨୬୧

ଅଫିସର ସ୍କେଲ୍-୩ ପାଇଁ ୧୬୦ଟି ପଦବୀ। ଏହି ପଦବିଗୁଡ଼ିକରେ ସ୍କେଲ୍‌ ଅନୁସାରେ ଦରମା ଦିଆଯିବ।

ଯୋଗ୍ୟତା ଓ ଚୟନ ପ୍ରକ୍ରିୟା

ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି। କିନ୍ତୁ କୌଣସି ପଦବୀରେ ଅବେଦନ କରିବାକୁ ହେଲେ ପ୍ରାର୍ଥୀ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ସେହିଭଳି ଏଥିରେ ତିନୋଟି ପର୍ଯ୍ୟାୟରେ ଚୟନ କରାଯିବ। ପ୍ରଥମ ପ୍ରିଲିମିନାରୀ, ମେନ୍‌ ଓ ଇଣ୍ଟରଭ୍ୟୁ ମଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

ଆବେଦନ ଫି

ସାଧାରଣ ଓ ଓବିସି ବର୍ଗଙ୍କ ପାଇଁ ୬୦୦ ଟଙ୍କା ଥିବା ଫି ରଖାଯାଇଥିବା  ବେଳେ ଏସ୍‌ସି-ଏସ୍‌ଟିଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି। କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ଆପଣ ଏହି ଫି ଭରି ପାରିବେ।

ଆବେଦନର ତାରିଖ

ଏହି ପଦବୀଗୁଡ଼ିକ ଆବେଦନର ଆରମ୍ଭ ତାରିଖ ୮ଜୁନ ୨୦୧୮ ଥିବା ବେଳେ ଶେଷ ତାରିଖ ହେଉଛି ୨ ଜୁଲାଇ ୨୦୧୮।  ଏହି ତାରିଖ ମଧ୍ୟରେ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ହେବ।

ଆବେଦନ କିପରି କରିବେ

ଏହାର ଅଫିସିଆଲ୍‌ ୱେବସାଇଟ୍‌ www.ibps.in ରେ ଯାଇ ଆବେଦନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story